Latest Odisha News

BREAKING NEWS

Yearly Archives

2023

ଏହି କାରଣରୁ ଶୀତ ଦିନେ ବଢିଯାଏ ସୋରିୟାସିସ୍, ଜାଣନ୍ତୁ କେମିତି କରିବେ ଉପଚାର

ନୂଆଦିଲ୍ଲୀ: ଶୀତ ଋତୁ ସମସ୍ତଙ୍କ ପ୍ରିୟ ହୋଇଥିବାବେଳେ, ଏହି ଋତୁ ମଧ୍ୟ ଅନେକ ରୋଗ ର କାରଣ ହୋଇଥାଏ । ଅଧିକାଂଶ ଲୋକ ଏହି ଋତୁରେ ସୋରିୟାସିସ୍ ରୋଗରେ ପୀଡିତ ହୋଇଥାନ୍ତି । ସୋରିୟାସିସ୍ ଏକ ଚର୍ମ ରୋଗ । ଏହି ରୋଗ କାହାକୁ ବି ହୋଇପାରେ । ଏହି ଚର୍ମ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକମାନଙ୍କ…

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ…

ନାଲକୋ ଓପନ ଟେନିସ: କବୀର, ଅଭୀପ୍ସାଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରି କବୀର ହନ୍ସ ଓ ଅଭୀପ୍ସା ଦେହୁରୀ ଡବଲ ଟାଇଟଲ ହାସଲ କରିଛନ୍ତି । ଏଥିସହ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ଉଦଯାପନ ମଧ୍ୟ ହୋଇଛି । ନାଲକୋର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଧର ପାତ୍ର…

ବିଗ ବ୍ୟାସ ଲିଗ: ଖରାପ ପିଚ ଯୋଗୁ ୭ ଓଭର ପରେ ବନ୍ଦ ହେଲା ମ୍ୟାଚ

ସିଡନୀ: ଚଳିତ ବିଗ ବ୍ୟାସ ଲିଗ କ୍ରିକେଟରେ ଏକ ମ୍ୟାଚ ମାତ୍ର ୭ ଓଭର ଖେଳାଯିବା ପରେ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଏ ଭଳି ଲଜ୍ଜ୍ୱାଜନକ ଘଟଣା ଏହି ଲିଗରେ ଘଟି ନ ଥିଲା । ୬ ଓଭର ଖେଳାଯିବ ପରେ ୭ମ ଓଭର ବେଳକୁ ପିଚ ଘାତକ ସାବ୍ୟସ୍ତ ହେଉଥିବାରୁ ମ୍ୟାଚ ବନ୍ଦ କରାଯାଇଥିଲା । ମେଲବୋର୍ଣ୍ଣ…

ଡ଼ିସେମ୍ବର ୧୭ ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ

ଭୁବନେଶ୍ୱର: ଡିସେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଜେବି କଲେଜ ପୁରାତନ ଛାତ୍ର ସଂଘ 'ବିଜେବି ଫ୍ରେଣ୍ଡସ' ର ବନ୍ଧୁ ମିଳନ । ଏନେଇ ଆଜି (ରବିବାର) ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି…

ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି 

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ…

ଆକାଶଙ୍କୁ ବିଏସପି ଦାୟିତ୍ବ ଭାର ଦେବା ଘଟଣା; ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ଦଳ:ବିଜେପି

ଲକ୍ଷ୍ନୌ: ବିଏସପିର କମାଣ୍ଡ ଏବେ ଆକାଶ ଆନନ୍ଦଙ୍କ ହାତରେ ରହିବ । ମାୟାବତୀ ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ନିଷ୍ପତ୍ତିକୁ ବିଏସପି ସ୍ୱାଗତ କରିଛି । ଯୁବ ନେତାଙ୍କୁ ବିଏସପି କମାଣ୍ଡ ଦେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।…

୧୦୪ ଭାରତୀୟଙ୍କୁ କାହିଁକି ଭିସା ଦେଲା ପାକିସ୍ତାନ?

ଇସଲାମାବାଦ: ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଠିକ ନାହିଁ । ଉଭୟ ଦେଶ ନାଗରିକଙ୍କୁ କମ୍ ଭିସା ପ୍ରଦାନ କରୁଛନ୍ତି । ଏହାରି ଭତରେ ପାକିସ୍ତାନ ୧୦୪ ଭାରତୀୟଙ୍କୁ ଭିସା ପ୍ରଦାନ କରିବା ନେଇ ଘୋଷଣା କରିଛି । ଏହି ସମସ୍ତ ଲୋକ ପାକିସ୍ତାନ ଯିବାକୁ ଥିବା ହିନ୍ଦୁ ଶ୍ରଦ୍ଧାଳୁ…

ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀର ଅପହୃତ 

ଇସଲାମାବାଦ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀରକୁ ଇସଲାମାବାଦରୁ ଅପହରଣ କରାଯାଇଛି । କିଛି ବନ୍ଧୁକଧାରୀ ଅପହରଣକାରୀ ଆସି କାରରେ ଉଠାଇ ନେଇଛନ୍ତି । ବାଇକରେ ହଫିଜାବାଦରୁ ଡେରା ଗାଜି ଯିବାବେଳେ ଆଲମଗୀର ଓ ତା’ର ଜଣେ ସମ୍ପର୍କୀୟଙ୍କୁ…

ପିଆରଙ୍କ ରାଜୁତି ପରେ ଏବେ ଯୁବରାଜଙ୍କ କଥା କିଏ ଉଠାଉଛି: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁନର୍ବାର ବିଶ୍ୱକପ ବିଜୟରେ ଯୁବରାଜ ସିଂଙ୍କ ଭୂମିକାକୁ ମନେ ପକାଇଛନ୍ତି । ସେ ଏ ନେଇ ଟାର୍ଗେଟ କରି କହିଛନ୍ତି କେତେକ ଖେଳାଳିଙ୍କ ପିଆର ଭଲ ପ୍ରଚାର ଓ ପ୍ରସାର କଲେ । ଯିଏ ବିଶ୍ୱକପ ଜିତାଇଲା ସିଏ ଅଣ୍ଡରଡଗ ହୋଇଥ ରହିଗଲା । ଏବେ ୨୦୧୧ ବିଶ୍ୱକପ…