ପ୍ରୟାଗରାଜରେ ଶାଇସ୍ତା; ଗିରଫ ପାଇଁ ପୋଲିସର ଅଭିଯାନ ଆରମ୍ଭ
ପ୍ରୟାଗରାଜ: ଉମେଶପାଲ ହତ୍ୟାକାଣ୍ଡ ଡଷଯନ୍ତ୍ରରେ ସାମିଲା ତଥା ୫୦ ହଜାର ପୁରସ୍କାର ଘୋଷଣା କରାଯାଇଥିବା ଶାଇସ୍ତା ପରବିନ ଖୁବ ଶୀଘ୍ର ଗିରଫ ହେବ । ଶାଇସ୍ତା ପରବିନ ପ୍ରୟାଗରାଜରେ ରହିଛି । ଏପରି ତଥ୍ୟ ଲାଗିଛି ପୋଲିସ ହାତରେ । ଏହି ଖବର ମିଳିବା ପରେ ପୋଲିସ ଏକ ବଡ ଅପରେଶନ ଆରମ୍ଭ କରି…