ଏଏପିରେ ଗ୍ଲାମର ବି ଦେଲାନି କାମ
ଭୋପାଳ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଫଳାଫଳରେ ଏହା କେତେକ ଆସନରେ ସ୍ପଷ୍ଟ ହୋଇଛି ଯେ ଦେଶର ଲୋକମାନେ କେବଳ ନିଜ ପ୍ରସଙ୍ଗରେ ଭୋଟ ଦେଉନାହାଁନ୍ତି, ବରଂ ସେମାନଙ୍କ ନେତା ଚୟନ କରିବାର ଧାରା ମଧ୍ୟ ପରିବର୍ତ୍ତନ କରୁଛନ୍ତି…