Latest Odisha News
Yearly Archives

2023

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟରେ ଲଜ୍ଜା । ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟର ସନ୍ତୋଷ ଡଙ୍ଗାୟତ (୨୦) । ପୋଲିସ ସୁଚନା ଅନୁଯାଇ, ଜୟପୁର ସହରର ନବମ ଶ୍ରେଣୀ ପଢୁଥିବା ଜଣେ ନାବାଳିକାକୁ ଅପହରଣ…

ଆମେରିକାରେ ୬ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ସମସ୍ତେ ଗୋଟିଏ ପରିବାରର

ହ୍ୟୁଷ୍ଟନ୍: ଆମେରିକାର ଟେକ୍ସାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ । ଟେକ୍ସାସ୍ ପବ୍ଲିକ୍ ସେଫ୍ଟି ବିଭାଗ (ଡିପିଏସ୍) ଅନୁଯାୟୀ ଫୋର୍ଟ ୱର୍ଥ ନିକଟରେ ଏକ ମିନିଭ୍ୟାନ…

ପୁରୀ ଏସସିଏସ କଲେଜରେ ଅଗ୍ନିକାଣ୍ଡ, ଜରୁରୀ ଡକ୍ୟୁମେଣ୍ଟ ପୋଡି ପାଉଁଶ

ପୁରୀ: ପୁଣି ପୁରୀରେ ଅଗ୍ନିକାଣ୍ଡ । ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ । ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ…

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ…

୨୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨୪୭୩ ଜଣ ଡାକ୍ତରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଏମବିବିଏସ ଡାକ୍ତର ଏବଂ ୮୧ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।…

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତର ଇନିଂସ ପରାଜୟ

ସେଂଚୁରିଆନ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁଭମନ ଗିଲ ୨୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ…

ଡିସେମ୍ବର ୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅଯୋଧ୍ୟାରେ ପ୍ରାୟ ୧୧,୧୧୦ କୋଟିରୁ…

ୱାଇଏସଆରସିପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପାଦ ଥାପିଛନ୍ତି । ବିଜୟୱାଡା ମୂଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି(ୱାଇଏସଆରସିପି)ରେ ଯୋଗ ଦେଇଛନ୍ତି । ଅନ୍ୟ ବରିଷ୍ଠ…

ଅଭିନେତା ସାଜିଦ ଖାଁ ଭିଡିଓ ଶେୟାର କରି ସ୍ପଷ୍ଟ କଲେ ଯେ, ସେ ଜୀବୀତ ଅଛନ୍ତି

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମମେକର ସାଜିଦ ଖାଁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଜୀବୀତ ଅଛନ୍ତି ବୋଲି କହିଛନ୍ତି । ପ୍ରକୃତରେ ୭୦ ବର୍ଷୀୟ ସାଜିଦ ଖାଁ ନାମକ ଅନ୍ୟ ଜଣେ ଅଭିନେତା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଥିଲେ । ସେ ମଦର ଇଣ୍ଡିଆରେ ବାଳ କଳାକାର…