ଓଆରଓପିରେ ଅସଙ୍ଗତି ଅଭିଯୋଗ, ୧୨ ଘଣ୍ଟା ଧରି ପୂର୍ବତନ ସୈନିକଙ୍କ ପ୍ରତିବାଦ
ପଟିଆଲା: ଦେଶର ପୂର୍ବତନ ସୈନିକମାନେ 'ଏକ ପଦ ଏକ ପେନସନ' (ଓଆରଓପି) ଯୋଜନାରେ ଅସଙ୍ଗତି ଥିବା ଅଭିଯୋଗ ଆଣି ପଞ୍ଜାବର ପଟିଆଲାସ୍ଥିତ ଶମ୍ଭୁ ରେଳ ଷ୍ଟେସନରେ ଶନିବାର ପ୍ରାୟ ୧୨ ଘଣ୍ଟା ଧରି ରେଳ ଧାରଣାରେ ପ୍ରତିବାଦ କରିଥିଲେ।
ସରକାରୀ ରେଳବାଇ ପୁଲିସ (ଜିଆରପି) ଅଧିକାରୀଙ୍କ କହିବାନୁସାରେ…