Latest Odisha News

BREAKING NEWS

Yearly Archives

2023

କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ନଭେମ୍ବର ୨୮ରୁ ଆରମ୍ଭ ହେବ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି ତେଣୁ ପୂର୍ଣ୍ଣମୀ ପର ଦିନଠାରୁ ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର…

ଆପ୍ ଓଡିଶା ପକ୍ଷରୁ ନୂଆ ରାଜ୍ୟ ସମ୍ପାଦକ ହେଲେ ଅଶୋକ କୁମାର ତ୍ରିପାଠୀ

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ଅଶୋକ କୁମାର ତ୍ରିପାଠୀ । ଅଶୋକ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ…

ଡାଇନୋସରଙ୍କ ଅସ୍ତିତ୍ୱ ନେଇ ଚାଂଚଲ୍ୟକର ଖୁଲାସା କଲେ ବୈଜ୍ଞାନିକ

ୱାଶିଂଟନ: ଏକ ନୂତନ ଅଧ୍ୟନରେ ଜଣାପଡିଛି ଯେ, ଡାଇନୋସରଙ୍କ ଅସ୍ତିତ୍ୱ ଏବେ ବି ରହିଛି । ଅବଶ୍ୟ ଏହା ପୃଥିବୀରେ ନୁହେଁ ଅନ୍ୟ ଗ୍ରହରେ ଥିବା ନେଇ ସେମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି । ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଜର୍ଣ୍ଣାଲରେ ଏ ସମ୍ପର୍କରେ ଲେଖା ପ୍ରକାଶ ପାଇଛି । ପୃଥିବୀଠାରୁ ଦୂର…

ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଞ୍ଚଳରେ ଚଢାଉ ବେଳେ ବେଆଇନ ମଦ ଜବତ । ଘଟଣାରେ ଜଣେ ଗିରଫ । ଅଭିଯୁକ୍ତଙ୍କ ଘର ସାତକଣିଆ ଗ୍ରାମରେ ହୋଇଥିବାବେଳେ, ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବରପାଇ ବାଲିଅନ୍ତା ଥାନା…

ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି (ଶନିବାର) ଭୁବନେଶ୍ବର ଠାରେ ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ…

୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ, ୨୫।୧୧: ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ୧୫ ସଦସ୍ୟ ବିଶିଷ୍ଟ ଦଳର ନେତୃତ୍ୱ ନେବେ । ୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ…

କରାଚି ସପିଂ ମଲ୍ ରେ ଅଗ୍ନିକାଣ୍ଡ, ୧୧ ମୃତ, ଅନେକ ଆହତ

କରାଚି: ପାକିସ୍ତାନ କରାଚିର ରସିଦ ମିନହସ ରୋଡରେ ଥିବା ଏକ ବହୁ ମହଲା ବିଶିଷ୍ଟ ସପିଂ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୨ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

ବିଜେପି ଦେଲା ଧମକ: ଆଦିବାସୀ ଜମି ହସ୍ତାନ୍ତର ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଡିସେମ୍ବର ୧ରୁ ଜନ ଅନ୍ଦୋଳନ

ଭୁବନେଶ୍ୱର:ଆଦିବାସୀଙ୍କ ଜମି ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି । ସାଧାରଲ ଲୋକ ଓ ଶିଳ୍ପପତି କିପରି ଆଦିବାସୀଙ୍କ ଜମିକୁ ହଡପ କରିବେ ସେଥିପାଇଁ ସୁୁୁଚିନ୍ତିତ ଯୋଜନା କରୁଥିଲେ ସରକାର । ହେଲେ ବିରୋଧି ତାହା କରିବାକୁ ଦେବେନି । ଏ ନିଷ୍ପତ୍ତି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଯଦି ନ…

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତିକ ଜନଗଣନା କରାଇବୁ 

ଭୁବନେଶ୍ୱର:ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବାପାଇଁ କଂଗ୍ରେସ ଦଳ…

ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ଲକ୍ଷ୍ନୌ, ରାଜସ୍ଥାନ ଆଗ୍ରହୀ

ଅହମ୍ମଦାବାଦ: ବିଶ୍ୱକପ ୨୦୨୩ ପରେ ଭାରତୀୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଡ୍ରାଭିଡଙ୍କ ଭବିଷ୍ୟତ ପନ୍ଥା ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଆଗାମୀ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ରାଜସ୍ଥାନ ରୟାଲ୍ସ ତାଙ୍କୁ ମେଂଟର କରିବା ପାଇଁ…