ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ନବଦୀପ
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ଭାରତ କ୍ରିକେଟ ଦଳର ଦ୍ରୁତ ବୋଲର ନବଦୀପ ସୈନି । ସେ ତାଙ୍କ ପ୍ରେମିକା ସ୍ୱାତୀ ଅସ୍ଥାନାଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ଦୁହିଁଙ୍କର କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତ ରହିଥିଲେ । ନବଦୀପ ଓ ସ୍ୱାତୀଙ୍କ ବିବାହ ସମୟର ଫଟୋ ଏବେ…