Latest Odisha News

BREAKING NEWS

Yearly Archives

2023

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା…

ଡିସେମ୍ବର ୯ରେ ମହିଳା ପ୍ରିମିୟର ଲିଗ ନିଲାମ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ନିଲାମ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ହେବ । ଏହା ମଧ୍ୟରେ ସମସ୍ତ ୫ଟି ଟିମ ସେମାନଙ୍କ ରିଟେନ୍ସନ ଲିଷ୍ଟ ଜାରୀ କରି ସାରିଛନ୍ତି । ୨୪ ନଭେମ୍ବରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।…

ହମାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଲା କଶ୍ମୀର ଫାଇଟ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଆତଙ୍କବାଦୀ ସଂଗଠନ କଶ୍ମୀର ଫାଇଟ ହମାସ ଶୈଳୀରେ ଭାରତରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି । କଶ୍ମୀର ଫାଇଟ ପ୍ରଥମ ଥର ପାଇଁ ଏ ଭଳି ଧମକ ଦେଇଛି ।…

ଓଡ଼ିଶା ପ୍ରସଙ୍ଗରେ ବିଶ୍ୱଭୂଷଣଙ୍କ ବୟାନକୁ ବିଜେଡିର ସମାଲୋଚନା: କହିଲା, ତାଙ୍କଠାରୁ ଏପରି ଆଶା କରାଯାଏ ନାହିଁ

ଭୁବନେଶ୍ୱର: ଓଡିଶାର ବିଭିନ୍ନ ପ୍ରସଙ୍ଗରେ ମତ ରଖୁଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।  ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଶ୍ୱଭୂଷଣ ବ୍ୟଗ୍ର । ହେଲେ ତାଙ୍କଠାରୁ ଏପରି ଆଶା କରାଯାଏ ନାହିଁ । କାରଣ ରାଜ୍ୟପାଳ  ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହିବା ଗ୍ରହଣୀୟ । ଏମିତି କହି ଛତିଶଗଡ…

ଚାନ୍ଦବାଲି ବ୍ଲକ ଘେରାଉ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ଦୁର୍ନୀତି, ଭ୍ରଷ୍ଟାଚାରର ସୀମା ଅତିକ୍ରମ…

ଭୁବନେଶ୍ୱର / ଭଦ୍ରକ:ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଓଡିଶାବାସୀଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ…

ଘଣ୍ଟାଏ ମଧ୍ୟରେ ମନ୍ଦିର ଖୋଲ, ନଚେତ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ: ଉପଜିଲ୍ଲାପାଳ

ଆଠଗଡ: ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ । ଘଣ୍ଟାଏ ଭିତରେ ମନ୍ଦିର ଦ୍ଵାର ନ ଖୋଲାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦ୍ଦେଶ ଦେବା ସହ ମନ୍ଦିରରେ ନୋଟିସ୍…

ଦେଢ ଲକ୍ଷ ବର୍ଷ ତଳେ ମନୁଷ୍ୟ ଚପଲ ପିନ୍ଧୁଥିଲା !

କେପଟାଉନ: ପ୍ରାଚୀନ ମାନବ ଇତିହାସ ନେଇ ଏକ ଐତିହାସିକ ତଥ୍ୟ ମିଳିଛି । ଏହି ନୂତନ ତଥ୍ୟରେ ଆଜିଠାରୁ ୭୫ ହଜାରରୁ ଦେଢ଼ ଲକ୍ଷ ବର୍ଷ ମଧ୍ୟରେ ପ୍ରାଚୀନ ମନୁଷ୍ୟ ଚପଲ ପରିଧାନ କରୁଥିଲା । ଅନ୍ୟ ଅର୍ଥରେ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ ହୋଇ ନ ଥିଲେ ମଧ୍ୟ ମନୁଷ୍ୟ ସ୍ୱାସ୍ଥ୍ୟ ଓ ପରିବେଶ…

ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ…

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା, କାହିଁକି ଏହି ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ ? ଜାଣନ୍ତୁ ଏହାର…

ଭୁବନେଶ୍ଵର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ…

ସାକ୍ଷୀ ରହିଲା ବିଧାନସଭା, କୋଶଳୀ ଭାଷାରେ କଥା ହେଲା ଶାସକ-ବିରୋଧୀ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ମନ୍ତ୍ରୀ ପ୍ରତାପ ଦେବ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାଳରେ ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଏକ ପ୍ରଶ୍ନ ଉଠାଇଥିଲେ। ସେ…