Latest Odisha News

BREAKING NEWS

Yearly Archives

2023

ରାଜ୍ୟ ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ସରକାର ଆଦିବାସୀ ସ୍ୱାର୍ଥ ପରିପନ୍ଥି। ଉଭୟ ବିଜେଡ଼ି ଏବଂ ବିଜେପି ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ଲୋକ ସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ…

ନର୍ସ ଚଳାଉଛନ୍ତି ନର୍ସିଂ ହୋମ, ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ମୃତ

ବାଲେଶ୍ୱର: ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଓ ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ଜଣେ ପ୍ରସୂତିଙ୍କ ଜୀବନ । ଆଉ ନ୍ୟାୟ ପାଇଁ ଘରୋଇ ନର୍ସିଂ ହୋମ ସାମ୍ନାରେ ମୃତ ଶରୀର ରଖି ଧାରଣାଦେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଶୀର୍ବାଦ…

ଟି୨୦ କ୍ୟାରିୟର ନେଇ କୋହଲି, ରୋହିତଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ପୂର୍ବ ସଂସ୍କରଣରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ବିସିସିଆଇ ଚୟନ କମିଟିକୁ ଏକ ଯୁବ ଟିମ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିକଳ୍ପ ନେଇ ମଧ୍ୟ ଚିନ୍ତା କରାଯାଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର…

ଘରୋଇ ସ୍କୁଲର ୧୧ ଛାତ୍ରଛାତ୍ରୀ ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ରାୟଗଡ଼ା: ରାୟଗଡା ସହର ଉପକଣ୍ଠ ବାରିଝୋଲା ସ୍ଥିତ ଚୈତନ୍ୟ ଟେକ୍ନୋ ସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଦଶମ ଓ ଏକାଦଶ ଶ୍ରେଣୀର ବୋଲି ଜଣାପଡିଛି । ପ୍ରଥମେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟର ପ୍ରଥମ ମହଲାରୁ ପଡିଯାଇଥିଲେ । ସେ କେମିତି ପଡ଼ିଲେ…

୧୩୩ ବଲରେ ୧୫୭ ରନ କରି ଚର୍ଚ୍ଚାରେ ମୟଙ୍କ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ଗୁରୁବାର କର୍ଣ୍ଣାଟକର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଆସିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ମୟଙ୍କ ୧୩୩ ବଲରେ ୧୫୭ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ତାଙ୍କ…

ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହର ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା କେଶଳପୁରା ଗାଁର ଲୋକନାଥ ନାଏକ ବୋଲି ଜଣା ପଡିଛି । ଲୋକନାଥ ଗତକାଲି ସନ୍ଧ୍ୟାରେ ଘରୁ ବାହାରି କୌଣସି ଏକ କାମରେ ଯାଇଥିବାବେଳେ, ଆଉ ଘରକୁ ଫେରି ନଥିଲେ । ତେବେ…

ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦ

ସିଡନୀ: ଚଳିତ ମହିଳା ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମ୍ୟାଚରେ ସିଡନୀ ସିକ୍ସର୍ସ ୬ ୱିକେଟରେ ବ୍ରିସବେନ ହିଟକୁ ପରାସ୍ତ କରିଥିଲା । ବ୍ରିସବେନ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରିବା…

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ବିଧାନସଭା ଆଗରେ ଅଭିନେତାଙ୍କ ଧାରଣା

ଭୁବନେଶ୍ଵର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରଯୋଜିକା ସନଲିସା ପଟେଲ । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବାରୁ ଧାରଣା ଦେଇଛନ୍ତି ସନଲିସା । ୫ ଦଫା ଦାବି ନେଇ ସନଲିସାଙ୍କ ସହ ଅନ୍ୟାନ୍ୟ ଅଭିନେତା ମାନେ…

ଆଦିବାସୀ ଜମି ହସ୍ତାନ୍ତର ବିଲ ପ୍ରତ୍ୟାହାର ଦାବି କଲା ବିଜେପି; ରାଜ୍ୟପାଳଙ୍କୁ ଭେଟି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଚାଲିପାରିନି । ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକାର୍ଯ୍ୟ ଚାଲିପାରି ନ ଥିଲା  ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ…

ଆସୁଛି ପିକନିକ ଋତୁ; ପ୍ଲାଷ୍ଟିକ ମୁକ୍ତ ହେବ ୧୦୦ଟି ପିକନିକ୍ ସ୍ପଟ୍

ଭୁବନେଶ୍ବର: ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ଏଠି ସେଠି…