Latest Odisha News

BREAKING NEWS

Yearly Archives

2023

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।…

ଟି୨୦ ବିଶ୍ୱକପ: ଇଂଲଣ୍ଡ ଟିମ ସହିତ ଯୋଡି ହେଲେ ପୋଲାର୍ଡ

ଲଣ୍ଡନ: ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡଙ୍କୁ ଇଂଲଣ୍ଡର ଆସିଷ୍ଟାଂଟ କୋଚ ଭାବେ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ଖେଳାଯିବାକୁ ଥିବାରୁ ୩୬ ବର୍ଷୀୟ ପୋଲାର୍ଡଙ୍କ…

ପୁଣି ଛଟେଇ କରିବ ଗୁଗଲ୍‌: ୩୦,୦୦୦ କର୍ମଚାରୀଙ୍କ ଚାକିରି ସଙ୍କଟରେ 

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ…

ପିଆଜ ଓ ବାଲିରେ ୧୦୦ ଫୁଟ୍ ଲମ୍ବା ସାଣ୍ଟା କ୍ଲଜ୍ ତିଆରି କରି ଓ୍ବାର୍ଲଡ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି । ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି…

ଦ୍ୱିତୀୟ ସନ୍ଧ୍ୟାରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ

ରାୟଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ଚଇତି ମଣ୍ଡପରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ । ଆଜି ଚଇତି ଇଡିତାଲର ଦ୍ୱିତୀୟ ସନ୍ଧ୍ୟାରେ ଏସଡିସି ଅଧକ୍ଷା ଅନୁସୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଛୁଆ ବର୍ଗ ଉପଦେଷ୍ଟା ପୃଥ୍ୱୀବି ରାଜ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ…

ଗତ ୫ବର୍ଷରେ ଦେଶରେ ୧୩ଲକ୍ଷ ତିନି ତଲାକ ମାମଲା ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି…

ଏକତ୍ର ଅଭିନୟ କରିପାରନ୍ତି ସଲମାନ-ସନୀ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ରିପୋର୍ଟ ମୁତାବକ ସନୀ ଓ ସଲମାନ ଖାଁ ଏକ ପ୍ରୋଜେକ୍ଟରେ ଏକତ୍ର କାମ କରିବା ପାଇଁ ରାଜି ହୋଇଛନ୍ତି । ଗୋଆରେ ଉଭୟ ଏକତ୍ର ଏ ନେଇ ୨ରୁ ୩ଘଂଟା ସମୟ କାଟିଥିଲେ । ସଲମାନ ଓ ସନୀଙ୍କ ପରିବାର ମଧ୍ୟରେ ଭଲ…

ଘରର ଛାତ ଭୁଶୁଡ଼ି ୨ ଭଉଣୀ ମୃତ, ୪ ଆହତ 

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦାଦରିରେ ଘର ଛାତ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଭଉଣୀଙ୍କ ବୟସ ୩ ଓ ୫ ବର୍ଷ। ସୂଚନା ଅନୁଯାୟୀ, ଲାଲ ସିଂ ନାମକ ଜଣେ ବ୍ୟକ୍ତି ଘରଛାତ ମରାମତି…

ଇନ୍ଦୋରରେ କୁକୁର ଭୁକିବାରୁ ବୃଦ୍ଧାଙ୍କୁ ହତ୍ୟା କଲେ ଯୁବକ

ଭୋପାଳ: ଆଜିକାଲି ଲୋକ ଚୋରି, ଡକାୟତି ଓ ଅପହରଣ କରି ହତ୍ୟା କରିଥିବା ଖବର ଆମେ ଦେଖୁଛେ। ହେଲେ ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । କୁକୁର ଭୁକିବାରୁ ବୃଦ୍ଧାଙ୍କୁ ଜଣେ ଯୁବକ ହତ୍ୟା କରିଛି। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନା…

ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ ହୋଇଛି ସଚେତନତା ଭିତ୍ତିକ ବାଲୁକା କଳାଭିତ୍ତିକ

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା  ଭିତ୍ତିକ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାଣ୍ଟାକ୍ଲଜ । ସେ ଏହି ବାଲୁକା କଳା ରେ 'ସେଭ ଟ୍ରି' ର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି…