Latest Odisha News

BREAKING NEWS

Yearly Archives

2023

ଜିଭକୁ ନିୟନ୍ତ୍ରଣରେ ରଖ-ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ପଇସା’ ମନ୍ତବ୍ୟ ଉପରେ ନିର୍ମଳାଙ୍କ ଜବାବ

ନୂଆଦିଲ୍ଲୀ:ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଶୁକ୍ରବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ଟଙ୍କା’ ମନ୍ତବ୍ୟକୁ ନେଇ ଜୋର ଦାର ବର୍ଷିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦୟନିଧିଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ :ଅବତାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ  ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ଶ୍ରୀଜଗନ୍ନାଥ ରୂପେ ପ୍ରତିପାଦନ କରିବାରେ ମୁଖ୍ୟ ହେଉଛନ୍ତି, ଚୈତନ୍ୟ ଓ ଗୌଡିୟ ବୈଷ୍ଣବମାନେ ତେଣୁ ବର୍ଣ୍ଣନା…

ଦେଶରେ ଚିନ୍ତା ବଢାଇଲା କୋଭିଡ ୧୯: ପ୍ରତି ଘଣ୍ଟାରେ ୨୬ ଜଣ ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିବା କରୋନା ପୁଣି ଥରେ ଭାରତରେ ଚିନ୍ତା ହଜାଇ ଦେଇଛି । ଭାରତରେ ପ୍ରତି ଘଣ୍ଟାରେ ଅତି କମରେ ୨୬ରୁ ୨୭ ଜଣ ଲୋକ ସଂକ୍ରମିତ ହେଉଛନ୍ତି ।ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳି ଯାଇଛି ।…

୩୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ

ନୂଆଦିଲ୍ଲୀ:  ୩୦୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବିମାନ ଫ୍ରାନ୍ସରେ ଅଟକ ରହିଛି । ଏହି ବିମାନ ସଂଯୁକ୍ତ ଆରବ ଏମିରେଟରୁ ଉଡାଣ ଭରି ନିକାରଗୁଆ ଅଭିମୁଖେ ଯାଉଥିଲ । କାହିଁକି ଏହି ବିମାନକୁ ଅଟକ ରଖାଯାଇଛି ତାହାର କାରଣ ସ୍ପଷ୍ଟ ଜଣା ପଡି ନାହିଁ । ତେବେ ମାନବ ଚାଲାଣ କରାଯାଉଥିବା…

ଯୁବକଙ୍କୁ ଅକ୍ଟୋପସ୍ ସହ ଖେଳିବା ମହଙ୍ଗା ପଡ଼ିଲା

ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ଅକ୍ଟୋପସ ସହ ଖେଳିବା ମହଙ୍ଗା ପଡ଼ିଛି । ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରେ ମଣିଷ…

ଇଟା ଭଳି ଥିଲା ଦୁନିଆର ପ୍ରଥମ ମୋବାଇଲ , ଦାମ୍ ଥିଲା ୩.୩୦ ଲକ୍ଷ

ବର୍ତ୍ତମାନ ସମୟରେ ମୋବାଇଲ ଫୋନ୍‌ ଫ୍ୟାଶନ ନୁହେଁ, ଲୋକଙ୍କ ଆବଶ୍ୟକତା ପାଲଟିଛି। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ମୋଟ ଉପରେ ମୋବାଇଲ ପାଲଟିଛି ଲୋକଙ୍କ ଆବଶ୍ୟକତା। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି ??? ସୂଚନା…

ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ

ଜେରୁଜେଲମ: ସାଧାରଣ ଭାବେ କୁହାଯାଏ ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି । ଦମ୍ପତିଙ୍କ ଭିତରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି । ଏହାଦ୍ୱାରା ପୁରୁଷଙ୍କ ରାଗ କମିଯାଏ । ବାସ୍ ଝଗଡା ଶେଷ । ଏଭଳି କ୍ଷେତ୍ରରେ ଲୁହ ଦେଖିଲେ…

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ୍ ଟାୱାର

ସୁନ୍ଦରଗଡ଼: ଏଣିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ ଟାୱାର । ସେଥିପାଇଁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ । ଏହାଦ୍ୱାରା ଏହି ଅଞ୍ଚଳରେ ମାଓବାଦୀ ଗତିବିଧି…

ବୁଲେଟ୍‌ରେ ୨୨ଟି ଦେଶ ଭ୍ରମଣ କଲେଣି ଦମ୍ପତି

ନୂଆଦିଲ୍ଲୀ:ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି କେହି ପଢିବାକୁ ରୁଚି ରଖୁଥିବା ବେଳେ ଆଉ କିଏ ନାଚିବାକୁ ପସନ୍ଦ କରିଥାନ୍ତି । ସେହିପରି ଆଉ କିଏ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉକିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । ଅନେକ ଦମ୍ପତି ଅଛନ୍ତି…

ଯାତ୍ରୀଙ୍କ ସୁରକ୍ଷା ନେଇ ରାତିରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ

ରାଉରକେଲା: ଚକ୍ରଧରପୁର-ରାଉରକେଲା ମାଓବାଦୀ ପ୍ରବଣ ଅଞ୍ଚଳରେ ରାତିରେ ବନ୍ଦ ରହିବ ଟ୍ରେନ ଚଳାଚଳ । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଟ୍ରେନ ଚଳାଚଳ ବନ୍ଦ ରଖାଯିବ ବୋଲି ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି ।…