Latest Odisha News

BREAKING NEWS

Yearly Archives

2023

ମାଙ୍କଡ଼କୁ ବିସ୍କୁଟ୍ ଖୁଆଉଥିଲେ ଯୁବତୀ, ପରେ ଏମିତି ହେଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ

ପର୍ଯ୍ୟଟକମାନେ କୁକୁର, ବିଲେଇ କିମ୍ବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ପଶୁମାନେ ଏପରି କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ତାହା ଆଶ୍ଚର୍ଯ୍ୟ ଲାଗିଥାଏ । ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ…

ତୋଫାନରେ ଉଡ଼ିଗଲା ଚାରି ମାସର ଶିଶୁ, ଲଟକି ରହିଲା ଗଛରେ

ୱାଶିଂଟନ: କୁହାଯାଏ ଯେ, ରଖେ ହରି ମାରେ କି । ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି । ଏଠାରେ ଏମିତି ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଟେନେସିରେ ପ୍ରବଳ ଝଡ ତୋଫାନରେ଼ ଝୁଲଣା ସହିତ ଉଡ଼ିଯାଇଥିଲା ୪ମାସର ଶିଶୁ । ପରେ ଏକ ଗଛରେ ଲଟ୍‌କି ରହିବାରୁ ଲୋକେ…

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ୍ କରୁଥିଲେ ଯୁବକ , ପରେ ଯାହା ଘଟିଲା ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏମିତି କି ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି ରିଲ୍ସ ପାଇଁ । ନିକଟରେ ଜଣେ ଯୁବକ ଅଟୋରେ…

୧୩ ସାଂସଦଙ୍କ ନିଲମ୍ବନକୁ ପୁନର୍ବିଚାର କରିବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଗୃହରେ ହଙ୍ଗାମା କରିଥିବା ୧୩ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଅଧୀର ଚୌଧୁରୀ ତାଙ୍କ…

ପୁଷ ଗଲା ପରେ ମାଘରେ କହିବି କେଉଁ ଦଳରେ ଦେବି ଯୋଗ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରବିବାର ଦିନ ତାଙ୍କ ସଦ୍ୟତମ ବୟାନ ଓଡ଼ିଶାରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। ଦଳରୁ ବହିଷ୍କାର ହେବା ପରଠାରୁ ଶାସକ ବିଜେଡି ନେତୃତ୍ୱକୁ କଡ଼ା…

ନୂଆପଡ଼ାରେ ନିଷିଦ୍ଧ ୧୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ

ନୂଆପଡା: କୋମନା ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୨୦ ବୋତଲ ନିଷିଦ୍ଧ କଫ ସିରପ ଜବତ କରିବା ସହ ତାଙ୍କୁ ଗିରଫ କରିଛି ନୂଆପଡା ପୋଲିସ। କୋମନା ପୁଲିସ ସୀମାରେ ଥିବା ରେଙ୍ଗା ଗ୍ରାମର ଦେବେନ୍ଦ୍ର ତାଣ୍ଡିଙ୍କୁ ପଚରାଉଚରା ବେଳେ ବୋତଲର ଉତ୍ସ ସନ୍ତୋଷଜନକ ଭାବେ ବୁଝାଇ ପାରି ନ ଥିଲେ। ତାଣ୍ଡି ନିକଟରୁ…

ବଦଳିବ ବାରବାଟୀ କ୍ରିକେଟ ଷ୍ଟାଡିୟମର ଚେହେରା

କଟକ: ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନର କରିବା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଯୋଜନା କରୁଛି। ରବିବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ନବୀକରଣ ନେଇ ଏକ ବିସ୍ତୃତ…

ବିଶ୍ୱ ମଞ୍ଚରେ ଚାରି ଓଡ଼ିଆ ଯୁବକ ଜଳବାୟୁ ପ୍ରସଙ୍ଗରେ ରଖିଲେ ମତାମତ

ଭୁବନେଶ୍ୱର: ନିକଟରେ ୟୁଏଇର ଦୁବାଇଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (କୋପ୍ ୨୮) ଯୋଗ ଦେଇ ଓଡ଼ିଶାର ୪ ଜଣ ଯୁବ ଜଳବାୟୁ କର୍ମୀ ବିଶ୍ୱ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲେ। ୟୁଥ୍ ଫର୍ ଓ୍ୱାଟର ମିଶନ ପକ୍ଷରୁ ଅଭିଶେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ, ବାସ ଭବନଠାରେ ଶେଷ ଦର୍ଶନ କଲେ ବରିଷ୍ଠ ପ୍ରଶାସନିକ…

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସଚିବମାନେ ଭୁବନେଶ୍ୱର ମାଉସୀମାମନ୍ଦିର ଛକସ୍ଥିତ ସ୍ୱର୍ଗତ ପଟ୍ଟନାୟକଙ୍କ ବାସ…

ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଖାରଜ କଲା କମ୍ପାନୀ

ମୁମ୍ବାଇ: ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଜଣେ ୩୦ ବର୍ଷୀୟା ମହିଳା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳା ଜଣକ ୨୦୨୩ ଫେବ୍ରୁଆରି ୧୬ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଥାନାରେ ଆନୁଷ୍ଠାନିକ ଅଭିଯୋଗ…