Latest Odisha News

BREAKING NEWS

Yearly Archives

2023

ଟାଙ୍ଗର ମୁଣ୍ଡା ଦୁର୍ଘଟଣା: ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ…

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲାର ଟାଙ୍ଗର ମୁଣ୍ଡା ନିକଟରେ ଭୋଜି ସାରି ଫେରିବା ବେଳେ ଏକ ଅଟୋ ସହ ହାଇୱା ଧକ୍କା ହେବା  ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ପ୍ରାୟ ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।…

ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିବା ପରେ ହୃଦଘାତ! ଚାଲିଗଲା ଜୀବନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରବିବାର ମଧ୍ୟାହ୍ନରେ ଜଣେ ଭକ୍ତଙ୍କୁ ହୃଦଘାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭକ୍ତ ଜଣକ ଏବେ ମୁଖ୍ୟ ମନ୍ଦିର ଭିତରେ ଦିଅଁ ଦର୍ଶନ ଶେଷ କରିଥିଲେ। ଦ୍ୱାଦଶ ଶତାଦ୍ଦୀର ଶ୍ରୀମନ୍ଦିର ପଡ଼ିଆ ଭିତରେ ସେ ଚଳପ୍ରଚଳ କରୁଥିବା ବେଳେ…

ଗୋଟିଏ ମାତ୍ର ଜିଦ୍, ଆଉ ପୁରା କ୍ୟାରିଅର୍ ବରବାଦ, ଆଶ୍ଚର୍ଯ୍ୟ କରିଦବ ଫାଲ୍ଗୁନି ପାଠକଙ୍କର ଏହି କାହାଣୀ

ମୁମ୍ବାଇ: ସଂଗୀତ ଦୁନିଆରେ ଏକ ଏପରି ସମୟ ଥିଲା ​​ଯେତେବେଳେ କେବଳ ଫାଲ୍ଗୁନି ପାଠକଙ୍କ ଗୀତ ସମସ୍ତଙ୍କ ଓଠରେ ଥିଲା | 'ମେନ୍ ପାୟଲ୍ ହେ ଛନକାଇ' ପରି ଗୀତ ରାତାରାତି ତାଙ୍କୁ କରିଥିଲା ଷ୍ଟାର୍ | ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ଅର୍ଥାତ୍ ୫ ବର୍ଷ ପାଇଁ ତାଙ୍କର ଯାଦୁ ସମସ୍ତଙ୍କ ମନକୁ ଛୁଇଁ…

ବଢୁଛି ସାଇବର କ୍ରାଇମ ଓ ଆର୍ଥିକ ଜାଲିଆତି: ୧.୩୨ ଲକ୍ଷ ଫୋନ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବଢୁଛି ସାଇବର ଅପରାଧ ଓ ଆର୍ଥିକ ଜାଲିଆତି । ଏହାକୁ ରୋକିବା ପାଇଁ ସରକାର ବ୍ଲକ କରିଛନ୍ତି ୧ ଲକ୍ଷ ୩୨ ହଜାର ଫୋନ । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଜାଲ କାଗଜପତ୍ର ଦେଇ ଦେଶରେ ପ୍ରାୟ ୫୫ ଲକ୍ଷ ଫୋନ…

୨୧ରେ ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଆରମ୍ଭ ହେବ ଭାରତ ଯୋଡ ଯାତ୍ରା ପାର୍ଟ ଟୁ?

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆସନ୍ତା ୨୧ ତାରିଖରେ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ବସିବାର ଦୁଇ ଦିନ ପରେ ହେବାକୁ ଥିବା ଏହି ବୈଠକରେ ବିଜେପିକୁ ମୁକାବିଲା କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ସହ ଦଳର…

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୪ ଓଡ଼ିଆ

ଭୁବନେଶ୍ୱର: ମିଳିତ ଜାତିସଂଘ ପକ୍ଷରୁ ଦୁବାଇରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ-ସିଓପି ୨୮ରେ ଓଡ଼ିଶାର ଚାରି ଜଣ ଯୁବକ ଯୁବତୀ ସାମିଲ ହୋଇଛନ୍ତି। ଏମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଯୋଗଦେଇଥିବା ୪ ଓଡ଼ିଆ ହେଲେ ଜଳବାୟୁ କର୍ମୀ ଅଭିଷେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…

ପ୍ରଥମେ ବାପା ଆଉ ଏବେ ୨ପିଲାଙ୍କୁ ଅନାଥ କରି ଚାଲିଗଲେ ମା’, ଆପଣଙ୍କୁ ବି କନ୍ଦାଇଦେବ ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ…

ନୂଆଦିଲ୍ଲୀ: “ମା’ ତୁ କେଉଁଠି ଅଛୁ । କେତେବେଳେ ଆସିବୁ । ଜାଣିଛୁ ୩ଦିନ ହେଲାଣି ଆମେ ଭଲରେ ଖାଇନାହୁଁ । ଯେବେ ବାପା ଆମକୁ ଛାଡି ଚାଲିଯାଇଥିଲେ ସେତେବେଳେ ତୁ ଆମ ପାଇଁ ସବୁକିଛି ଥିଲୁ । ଏବେ କିନ୍ତୁ ତୁ ବି ଆମକୁ ଛାଡିଚାଲିଗଲୁ । ଏବେ ଆମେ କେମିତି ବଞ୍ଚିବୁ । କିଏ ସେ ଆମକୁ ଖୁଆଇ ଦେବ ।…

ସଂସଦରେ ସୁରକ୍ଷା ଭଙ୍ଗ: ରାହୁଲଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ'ଣ…

ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ନିର୍ଯାତନା; ରଶିରେ ବାନ୍ଧି ନିସ୍ତୁକ ପିଟିଲେ

ଭୋପାଳ: ନମସ୍କାର ନକରିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । ଉଚ୍ଚଜାତିର ଲୋକଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ଜଣେ ଦଳିତ ବୃଦ୍ଧଙ୍କୁ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଛତରପୁରରେ । ସୂଚନା ଅନୁସାରେ, ଖଜୁରାଓ ଥାନା ଉଦୟପୁରା ଗାଁର ନାଥୁରାମ…

ଦିଲ୍ଲୀରେ ଓଡ଼ିଶା ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୀର୍ଷ ନେତାଙ୍କୁ ଭେଟିବେ ବିଜେପି ନେତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ସେତିକି ପ୍ରସ୍ତୁତିକୁ ଜୋରଦାର କରିବା ସହ ନିର୍ବାଚନୀ ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ସମସ୍ତ ୨୨ ଜଣ…