ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର
ଦୁବାଇ:ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ। ଆଜରବାଇଜାନ୍ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲିଠୁ ନିଖୋଜ ଥିବା ହେଲିକପ୍ଟର ୧୭ ଘଣ୍ଟା ପରେ ଠାବ କଲା ଇରାନ ସେନା। ଉଦ୍ଧାର କାର୍ଯ୍ୟରେ ୪୦ ଟିମ୍ ନିୟୋଜିତ ଥିଲେ। ତେବେ ଦୁର୍ଘଟଣା…