Latest Odisha News

BREAKING NEWS

Yearly Archives

2024

ଆଜି ମାଣବସା ଶେଷ ଗୁରୁବାର, ଲକ୍ଷ୍ମୀପୁରାଣରେ ଗୁଞ୍ଜରିତ ହେଉଛି ଗଗନ ପବନ

ଭୁବନେଶ୍ଵର: ଆଜି ମାର୍ଗଶିର ମାସ ଶେଷ ଗୁରୁବାର । ନମସ୍ତେ କମଳା ମାଗୋ ସାଗର ଦୁହ୍ଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ସ୍ତୃତି ଗୁଞ୍ଜରିତ ହେଉଛି । ଗାଁଠାରୁ ସହରର ଯାଏ ପ୍ରତି ଘରେ ଶୁଭୁଛି ଏହି ଲକ୍ଷ୍ମୀ ପୁରାଣର ପବିତ୍ର ଛନ୍ଦ । ଏଥିପାଇଁ ଆଜି ରାତିରୁ ପ୍ରସ୍ତୁତି ଆରମ୍ଭ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଛି । ତା ନିକଟରୁ ଗୋଟିଏ ୯ ଏମଏମ୍‌ ପିସ୍ତଲ, ଗୋଟିଏ ଆଇଇଡି ଓ ୬ଟି ରିମୋଟ ସ୍ବିଚ୍‌…

ଗୁଗୁଲ ଆଣିଲା ଉନ୍ନତ ଫିଚର, ସବୁ ଭାଷାରେ ଏବେ ୟୁଟ୍ୟୁବ ଭିଡିଓ ଦେଖିପାରିବେ ୟୁଜର୍ସ

ନୂଆଦିଲ୍ଲୀ: ଟେକ୍ ଜଏଣ୍ଟ୍ କମ୍ପାନୀ ଗୁଗୁଲ୍ ଏହାର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ରେ ଏକ ନୂଆ ଫିଚର୍ ସାମିଲ କରିଛି, ଯାହା ବର୍ତ୍ତମାନ ୟୁଟ୍ୟୁବରେ ଭିଡିଓ ଦେଖିବା ଏବଂ ବୁଝିବା ଅତି ସହଜ ହେବ । ଏହି ଫିଚରର ନାମ ହେଉଛି ଅଟୋ ଡବିଂ ଏବଂ ଏହା ଏଆଇ (AI) ଅର୍ଥାତ୍ ଆର୍ଟିଫିସିଆଲ୍…

ଆଇଏପିଏମ୍‌ର ବାର୍ଷିକ ସମ୍ମିଳନୀ: ସମ୍ ହସ୍ପିଟାଲ୍ କ୍ୟାମ୍ପସ ୧ ଏବଂ ୨ରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୁଧବାର ୩ଟି ପ୍ରାକ୍‌-ସମ୍ମଳିନୀ କର୍ମଶାଳା ଆୟୋଜିତ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପାଥୋଲୋଜିଷ୍ଟସ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟସ…

ଏନର୍ଜି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ…

ନୂଆଦିଲ୍ଲୀ: କମ୍ବୋଡିଆ ସରକାର ବିଦ୍ୟାଳୟରେ ଏନର୍ଜି ଡ୍ରିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୁହାଯାଉଛି ଯେ ଯୁବପିଢିମାନଙ୍କ ମଧ୍ୟରେ ମଧୁମେହ ରୋଗ ବୃଦ୍ଧି ପାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉପ-ପ୍ରଧାନମନ୍ତ୍ରୀ, ଶିକ୍ଷା, ଯୁବ ଓ କ୍ରୀଡା ମନ୍ତ୍ରୀ ହ୍ୟାଙ୍ଗ ଚୁନ୍…

ରାଷ୍ଟ୍ରପତିଙ୍କୁ ଅତୁଲଙ୍କ ଚିଠି; ମୃତ୍ୟ ବ୍ଯକ୍ତି ନିଶ୍ଚୟ କହିପାରିବ…

ବେଙ୍ଗାଲୁରୁ: ୩୪ ବର୍ଷ ବୟସ୍କ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ମୃତ୍ଯୁ ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ମଧ୍ଯ ଲେଖିଥିଲେ। ୯୦ ମିନିଟରୁ ଅଧିକ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାରି ମଧ୍ୟରେ ଅତୁଲ ରାଷ୍ଟ୍ରପତି ଦ୍ରୌପଦୀ…

ଅତ୍ୟଧିକ କେଶ ଝଡୁଛିକି? କରନ୍ତୁ ଏହି କାମ..

ଭୁବନେଶ୍ବର: ମଣିଷର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମୁଣ୍ଡର କେଶ । ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତଙ୍କ ପାଇଁ କେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସମସ୍ତଙ୍କୁ ସୁନ୍ଦର ଏବଂ ଗହଳିଆ କେଶ ପସନ୍ଦ । ହେଲେ ବର୍ତ୍ତମାନ ସମୟରେ କେଶ ପାଚିବା ଓ ଝଡିବା ଏକ ପ୍ରମୁଖ ସମସ୍ୟା…

ରାତି ଓ ଭୋର ଦୁର୍ଘଟଣା ହ୍ରାସ ପାଇଁ ଏସଟିଏର ମାଗଣା ଚା’ ବଣ୍ଟନ

ଭୁବନେଶ୍ୱର/କଟକ: ଦୁର୍ଘଟଣା ହ୍ରାସ ପାଇଁ ନୂଆ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)।  ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ କରିବାକୁ ମାଗଣା ଚା ବାଣ୍ଟୁଛି ବିଭାଗ। ଚାଳକଙ୍କୁ ସତେଜ ଓ ସଚେତନ ରଖିବାକୁ ଜାତୀୟ ରାଜପଥ କଡ଼ରେ ମାଗଣା ଚା' ବଣ୍ଟନ…

ବିବାହରେ ୯୯% ପୁରୁଷମାନେ ଦୋଷୀ ଥାନ୍ତି: କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁର ଏ.ଆଇ. ଇଞ୍ଜିନିୟର ଅତୁଲ ସୁବାସଙ୍କ ଆତ୍ମହତ୍ୟାକୁ ନେଇ ଦେଇଥିବା ବୟାନ ପାଇଁ କଙ୍ଗନା ଚର୍ଚ୍ଚାର ପରିସରକୁ ଆସିଛନ୍ତି।…

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାକୁ ୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ଜାତୀୟ ଜୁନିୟର ଆଥଲେଟିକ୍ସରେ ବୁଧବାର ଓଡିଶା ଆଥଲେଟ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଅନ୍ତିମ ଦିବସାର ଓଡିଶାର ପଦକ ସଂଖ୍ୟା ୪ରେ ପଂହଚିଛି । ୧୮ ବର୍ଷରୁ କମ ପୁରୁଷ ଶଟପୁଟରେ ଓଁକାର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୯.୯୬ ମିଟର ଦୂରତାକୁ ଥ୍ରୋ କରି…