କେନ୍ଦ୍ରୀୟ ଡେପୁଟେସନରେ ଯିବେ ୩ ଆଇପିଏସ୍ ଅଧିକାରୀ
ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୩ ଜଣ ଆଇପିଏସ୍ ଅଧିକାରୀ । କିଛି ଦିନ ପୂର୍ବରୁ ଆଶିଷ ସିଂ ଓ ଡି.ଏସ୍ କୁଟ୍ଟେ ଡେପୁଟେସନରେ ଯାଇଥିବାବେଳେ, ବର୍ତ୍ତମାନ ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର ଏବଂ ରାଜେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏନେଇ ରାଜ୍ୟ ସରକାରଙ୍କୁ…