ପ୍ରିୟଙ୍କାଙ୍କ ହାତରେ ‘ମୋଦି-ଅଦାନୀ ଭାଇ ଭାଇ’ ବ୍ୟାଗ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକବିତର୍କ ବୃଦ୍ଧି ପାଉଛି। ଏପଟେ କଂଗ୍ରେସ ଦଳ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ ଶାସକ ଦଳ ସମ୍ପୂର୍ଣ୍ଣ ବିରୋଧ କରୁଛି।
ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ…