Latest Odisha News

BREAKING NEWS

Yearly Archives

2024

ଫ୍ୟାସନ ଶୋ’ରେ ନିଜର ଜଲଓ୍ବା ଦେଖାଇଲେ ପ୍ରଧାମନ୍ତ୍ରୀ ମୋଦିଙ୍କ ଏହି ୨ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପରେ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ମୋଦିଙ୍କ ମନ୍ତ୍ରୀମାନେ ରାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ରାଜ୍ୟ…

ଦିବାରାତ୍ର ଟେଷ୍ଟ: ଭାରତର ଶୋଚନୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ-ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ୧୦ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଛି । ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ…

ଘନଉଛି ସିରିଆ ଗୃହଯୁଦ୍ଧ, ଦେଶ ଛାଡି ପଳେଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭୟଙ୍କର ହେଉଛି ସିରିଆ ଗୃହଯୁଦ୍ଧ । ଦିନକୁ ଦିନ ଗୋଟେ ପରେ ଗୋଟେ ସହରକୁ ଦଖଲ କରୁଛନ୍ତି ବିଦ୍ରୋହୀ । ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସଦ୍‌ଙ୍କ ବିରୁଦ୍ଧରେ ସଶସ୍ତ୍ର ଅଭିଯାନରେ ବିଦ୍ରୋହୀମାନେ ଗତକାଲି ଦକ୍ଷିଣର ଦରା ସହରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଏଭଳି ପରିସ୍ଥିତିରେ…

ପୋଲିସ ବସ୍‌ରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ପୋଲିସ ବସ୍‌ରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ବସ୍ ଭିତରୁ ୨ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରସ୍ପର ଭିତରେ ଝଗଡ଼ା କରି ଗୁଳିକାଣ୍ଡ ହୋଇଛି । ଗୁଳି ବାଜି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।…

ବଦଳିଲା ପାଗ, ବଢିବ ଶୀତ, ସକାଳୁ ସକାଳୁ ଝିପ୍ ଝିପ୍ ବର୍ଷା

ଭୁବନେଶ୍ଵର: ବଦଳିଲା ପାଗର ମିଜାଜ୍ । ସକାଳୁ ସକାଳୁ କୋହଲା ପାଗ ସହ ଟ୍ଵିନ ସିଟିରେ ଝିପଝିପ ବର୍ଷା । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି । ଆସନ୍ତା ୨ ଦିନ ଯାଏଁ ଏଭଳି ପାଗ ଲାଗିରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସୂଚନା ଅନୁସାରେ…

ଆଜି ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି

ବରଗଡ: ଆଜି ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି । ୨୩ ଶହ ଟଙ୍କା ଏମଏସପି ପାଇଥିବା ଚାଷୀଙ୍କୁ ମିଳିବ ସବ୍‌ସିଡି । ଇନ୍‌ପୁଟ ସବ୍‌ସିଡି ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ । ବରଗଡ଼ ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା…

ଜାନୁଆରୀ ୧୩ରୁ ପ୍ରୟାଗରାଜ ମହାକୁମ୍ଭ, ମୋହନ ମାଝୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟ ନାଥ

ଭୁବନେଶ୍ଵର: ପ୍ରୟାଗରାଜ ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପକ୍ଷରୁ ମୋହନ ମାଝୀଙ୍କୁ ନିମନ୍ତ୍ରଣ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ନିମନ୍ତ୍ରଣ ଦେଲେ ଉତ୍ତରପ୍ରଦେଶର ୨ ମନ୍ତ୍ରୀ । ଜାନୁଆରୀ ୧୩ରୁ…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ୍: କାରରୁ ମିଳିଲା ପୁଳା ପୁଳା ଟଙ୍କା

ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଅଚାନକ ସିବିଆଇ ରେଡ୍ । ଭୁବନେଶ୍ଵରସ୍ଥିତ ହୋଟେଲ ମେ’ ଫେୟାର ସାମନାରେ ଏକ କାରରୁ ବିଡା ବିଡା ନୋଟ ସହ ସୁନା ଗହଣା ଜବତ କରିଛି ସିବିଆଇ । ଏଥିସହ ୪ଜଣଙ୍କୁ ଉଠାଇ ନେଇଛି ସିବିଆଇ । ନୟାପଲ୍ଲୀ ପୋଲିସର ସହଯୋଗରେ ସିବିଆଇ ଏହି ଚଢାଉ କରିଛି । ଯାହାକୁ ନେଇ…

କିଟରେ କେ-ଆଇ୩ ଫେଷ୍ଟ: ବିଶ୍ୱର ଅଧିକାଂଶ ସର୍ଜନା ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରୁ ହିଁ ଆରମ୍ଭ ହୋଇଛି

ଭୁବନେଶ୍ୱର:  କିଟ୍‍ ବିଶ୍ୱବିଦ୍ୟାଳୟରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ଡିନ୍‍ ଗୋଲ୍ଡ କ୍ଲବ୍‍ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍‍, ଇମ୍ପାକ୍ଟ)କୁ ନେଇ ଆୟୋଜିତ ହୋଇଛି। କେ-ଆଇ୩ ଫେଷ୍ଟ ପ୍ରଥମ ସଂସ୍କରଣର ବିଷୟ ବସ୍ତୁ…

ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି, ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ- ରାଜ୍ୟପାଳ

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ। ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବକୁ ଉଦଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି। ଆୟୋଜିତ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି, ଯେଉଁ ରାଷ୍ଟ୍ରରେ ଜ୍ଞାନର…