Latest Odisha News

BREAKING NEWS

Yearly Archives

2024

ବିବାଦ ପରେ ମୁହଁ ଖୋଲିଲେ ଅଲୁ, ମୃତକଙ୍କ ପରିବାରକୁ ଦେଲେ ୨୫ ଲକ୍ଷର ସହାୟତା ରାଶି

ହାଇଦ୍ରାବାଦ: ନିକଟରେ ମୁକ୍ତିଲାଭ କରିଥିବା ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ୨ ର ପ୍ରିମିୟର ଅବସରରେ ହାଇଦ୍ରାବାଦର ଏକ ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମୁହଁ ଖୋଲିଛନ୍ତି ଅଲୁ । ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି…

ସ୍ଥଗିତ ରହିଲା ଶୁଣାଣି, ଭରତପୁର ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଯେଉଁକାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବିବାଦୀୟ ଆଇପିଏସ ଆଶିଷ ସିଂ

ଭୁବନେଶ୍ବର: ପୁଣି ବଦଳି ହେଲେ ବିବାଦୀୟ ଆଇପିଏସ ଆଶିଷ ସିଂ । କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ରରେ ଇଣ୍ଡାେ-ତାଇବାନ୍ ବର୍ଡର(ଆଇଟିବିପି) ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଡେପୁଟେସନ୍‌ରେ କାର୍ଯ୍ୟ କରିବେ ।…

ନୂଆ ବର୍ଷରୁ ନୂଆ ଜାଗାକୁ ବିମାନ ସେବା: ଜାଣନ୍ତୁ କେଉଁଠିକୁ ଯିବା ହେବ ସହଜ

ଭୁବନେଶ୍ୱର: ନୂଆ ବର୍ଷରୁ ନୂଆ ସହରକୁ ଉଡାଣ ଭରିବା ବିମାନ ସେବା । ଜାନୁଆରୀ ପହିଲାରୁ ଷ୍ଟାର୍‌ ଏୟାରଲାଇନ୍ସ ଝାରସୁଗୁଡ଼ା ବିମାନ ବନ୍ଦରରୁ ହାଇଦ୍ରାବାଦ ଯୋଗେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏନେଇ ଏୟାରଲାଇନ୍ସ ନିଜ ୱେବ୍‌ସାଇଟ୍‌ରେ ବିମାନ ଚଳାଚଳର ସମୟସାରଣୀ ସମ୍ପର୍କରେ ସୂଚନା…

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ହାଇ-ଗ୍ରେଡ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ

ବ୍ରହ୍ମପୁର: ମସ୍ତିଷ୍କରେ ହେଉଥିବା ଜଟିଳ ଟ୍ୟୁମରର ହେବ ସଫଳ ଚିକିତ୍ସା। ଏହାପାଇଁ ଆଉ ଦୂରକୁ ଯିବେନି ରୋଗୀ। ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ବଡ ଟ୍ୟୁମରକୁ  ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ।…

ଡିସେମ୍ବର ୮ରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ। ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ…

ସାଙ୍କେତିକ ଭାଷା ହେବ ସୁଦୃଢ, ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ହେବେ ସୁଦୃଢ। ଏହି ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା(ଆଇଏସଏଲ) ପାଇଁ…

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍: ଗଫଲତି କଲେ କୋଟିଏ ଜରିମାନା

ଭୁବନେଶ୍ଵର: ରାଜ୍ୟ ପରୀକ୍ଷା ବ୍ୟବସ୍ଥାକୁ ନେଇ କଠୋର ହୋଇଛନ୍ତି ରାଜୟ ସରକାର। ପରୀକ୍ଷାରେ ଗଫଲତି ରୋକିବାକୁ ଆଣିଛନ୍ତି ନୂଆ ବିଲ୍। ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ପରୀକ୍ଷାରେ ହେରଫେର କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ…

ଦ୍ଵିତୀୟ-ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ଆରଟିଇ ୨୫% ମାଗଣା ସିଟରେ ନାମଲେଖା ପାଇଁ ଦାବି

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବେସରକାରୀ ବା ପ୍ରାଇଭେଟ ସ୍କୁଲରେ ବ୍ୟବସ୍ଥା ରହିଛି। ଏହି ଅନୁସାରେ ରାଜ୍ୟରେ 'ପାରଦର୍ଶି ପୋର୍ଟାଲ' ମାଧ୍ୟମରେ ପ୍ରଥମ ଶ୍ରେଣୀ ଓ ପୂର୍ବ ପ୍ରାଥମିକ…

ଛାଡ଼ପତ୍ର ଚର୍ଚ୍ଚାର ଅନ୍ତ! ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା

ମୁମ୍ବାଇ: ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ନେଇ ଖବର ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଏହି ଦମ୍ପତ୍ତି ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦମ୍ପତିଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…