ମ୍ୟାଚ ଫିକ୍ସିଂ: ଦକ୍ଷିଣ ଆଫ୍ରିକାର ୨ କ୍ରିକେଟର ଗିରଫ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୨ ପୂର୍ବତନ କ୍ରିକେଟର ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଲେନାବାବୋ ସୋତ୍ସୋବୋ ଓ ଥାମିଲ ସୋଲାକିଲେଙ୍କ ଉପରେ ଘରୋଇ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା । ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ସେମାନଙ୍କୁ…