Latest Odisha News

BREAKING NEWS

Yearly Archives

2024

୧୯ ବର୍ଷରୁ କମ ଏସିଆକପ କ୍ରିକେଟ: ଜାପାନକୁ ହରାଇଲା ଭାରତ, ବୈଭବ ପୂନର୍ବାର ବିଫଳ

ଶାରଜା: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୨୧୧ ରନରେ ଜାପାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଅଧିନାୟକ ମହମ୍ମଦ ଅମାନଙ୍କ ୧୧୨ ରନ ସହାୟତାରେ…

ଧନୁଷ-ନୟନତାରା ବିବାଦ ମଧ୍ଯରେ ‘ଏକ୍ସ’ ଆକାଉଣ୍ଟ ଡିଲିଟ କଲେ ଭିଗ୍ନେଶ

ଚେନ୍ନାଇ: ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସ୍ୱାମୀ ଭିଗ୍ନେଶ ଶିବନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରୁ ନିଜକୁ ଦୂରେଇ ରଖିଛନ୍ତି। ଧନୁଷ-ନୟନତାରା ବିବାଦ ମଧ୍ଯରେ ସେ 'ଏକ୍ସ' ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ନିର୍ମାତା ଦ ଗେଲାଟା ପ୍ଲସ୍ ମେଗା ପାନ୍ ଇଣ୍ଡିଆ…

ଦଳ ପାଇଁ ରୋହିତଙ୍କୁ ଓପନିଂ ସ୍ଥାନ ଛାଡିବାକୁ ପଡିବ

ଆଡିଲେଡ: ଭାରତୀୟ କ୍ରିକେଟ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ବଡ ବ୍ୟବଧାନରେ ଜିତିଥିବାରୁ ଏହା ସେମାନଙ୍କ ମନୋବଳ ବଢ଼ାଇଛି । ଏବେ ଟିମ ସହିତ ନିୟମିତ…

ସ୍ତ୍ରୀର ସାହାସକୁ ସଲାମ, ସ୍ଵାମୀକୁ ବାଘ ମୁହଁରୁ ଛଡାଇ ଆଣିଲା

ତେଲେଙ୍ଗାନା: ଜଣେ ମହିଳାଙ୍କ ସାହସିକତା ଯୋଗୁଁ ସ୍ଵାମୀଙ୍କ ବଞ୍ଚିଗଲା ଜୀବନ । ଗତ ଶନିବାର ତେଲେଙ୍ଗାନାର କୁମୁରାମ ଭୀମ ଆସିଫାବାଦ ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ କୃଷକ ଆହତ ହୋଇଥିଲେ। ଏହି ଘଟଣା ସିରପୁର ମଣ୍ଡଳର ଡୁବାଗୁଡାରେ ଘଟିଛି। ଖବର ଅନୁସାରେ ବାଘର ଆକ୍ରମଣ ପରେ କୃଷକ ସୁରେଶଙ୍କ…

ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।…

ମସୁର ଡାଲିକୁ କାହିଁକି ଆମିଷ ଜାତୀୟ ଖାଦ୍ୟ କୁହାଯାଏ?

ଭାରତର ଯେକୌଣସି ରାଜ୍ୟରେ ଡାଲି ପୁଷ୍ଟିକର ଖାଦ୍ୟରେ ସମୃଦ୍ଧ ବୋଲି ବିବେଚନା କରାଯାଏ। ଆମ ଦେଶରେ ଡାଲି ପ୍ରତ୍ୟେକ ଘରେ ପ୍ରସ୍ତୁତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଡାଲି ଅଛି ଯାହାକୁ ଆମିଷ ବୋଲି କୁହାଯାଏ। ଆମ ଭାରତୀୟଙ୍କ ଘରେ ଏକ ଡାଲି ଅଛି ଯାହା ଅଣ-ଶାକାହାରୀ ଖାଦ୍ୟ…

ଆଡିଲେଡ ଦିବାରାତ୍ର ଟେଷ୍ଟ: ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ

ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଦିବାରାତ୍ର ଏବଂ ଗୋଲାପୀ ବଲରେ ଏହା ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମନରେ ଏ ନେଇ ବେଶ ଉତ୍କଣ୍ଠା ରହିଛି । ତେବେ ଦିବାରାତ୍ର ଟେଷ୍ଟରେ ବୋଲରଙ୍କ ପ୍ରାଧାନ୍ୟ ରହିଥିବାରୁ ମ୍ୟାଚରେ…

ଦେହଜୀବିଙ୍କୁ ମିଳିବ ଭତ୍ତା ସାଙ୍ଗକୁ ମାତୃତ୍ବ ଛୁଟି

ନୂଆଦିଲ୍ଲୀ: ଏଣିକି ସେକ୍ସ ଓ୍ବାକର୍ସ ବା ଦେହଜୀବି ବି ପାଇବେ ସାଧାରଣ ମହିଳା କର୍ମଚାରୀଙ୍କ ଭଳି ସୁବିଧା । ସେମାନଙ୍କୁ ବି ମିଳିବ ପେନସନ୍ ସାଙ୍ଗକୁ ମାତୃତ୍ବ ଛୁଟି । ଦେହଜୀବୀ ମହିଳାମାନଙ୍କ ଅଧିକାରକୁ ଅଧିକ ସୁରକ୍ଷିତ କରିବା ପାଇଁ କିଛି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ବେଲଜିୟମ…

ଆପଣ ଜାଣନ୍ତି ଗୁଗୁଲ୍ ମ୍ୟାପ୍ କିପରି କାମ କରେ ଏବଂ କେଉଁଠାରୁ ରୁଟ୍ ତଥ୍ୟ ମିଳେ ?

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ନେଭିଗେସନ୍ ଏବଂ ମ୍ୟାପିଂ ଉପକରଣ ମଧ୍ୟରୁ ଅନ୍ୟତମ | ଆପଣ ନିଶ୍ଚିତ ଭାବରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରୁଥିବେ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗୁଗୁଲ୍ ମ୍ୟାପ୍ ରୁଟ୍ ବିଷୟରେ ସୂଚନା କିମ୍ବା ତଥ୍ୟ କେଉଁଠୁ…

ମୋଟାପଣ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ? ଅପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର : ମୋଟାପଣ ଆଜିକାଲି ସମୟର ଗୋଟିଏ ବଡ ସମସ୍ୟା। ମୋଟାପଣ କାରଣରୁ ଡାଇବେଟିସ, କୋଲେଷ୍ଟ୍ରୋଲ୍ , ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ। ଆପଣ ମୋଟାପଣ କମାଇବାକୁ ଚାହୁଁଛନ୍ତି କି ? ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଠାରୁ ଆରମ୍ଭ କରି ଏନେକ…