ଆଇଏସଏଲ: ବେଙ୍ଗାଲୁର ଏଫସିକୁ ସହଜରେ ହରାଇଲା ଓଡିଶା ଏଫସି
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ମ୍ୟାଚରେ ଓଡିଶା ଏଫସି ସହଜରେ ବେଙ୍ଗାଲୁର ଏଫସିକୁ ପରାସ୍ତ କରିଛି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡିଶା ଏହି ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା । ଘରୋଇ ଦଳ ପକ୍ଷରୁ ଷ୍ଟାର ଖେଳାଳି…