Latest Odisha News
Yearly Archives

2024

ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସୁକମା: ଛତିଶଗଡର ସୁକମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଟଣାରେ ସୁକମା ଏସପି କିରଣ ଚହ୍ବାନ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିସହ ଏକ-୪୭, ଏସଏଲଆର ଏବଂ ଅନ୍ୟାନ୍ୟ…

ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ

ମୁମ୍ବାଇ; ଦିଲ-ଲୁମିନିଟି ଇଣ୍ଡିଆ ଟୁର୍ ପାଇଁ ଭାରତ ଗସ୍ତରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ଦିଲଜିତ ଦୋସାଞ୍ଜ l ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ କନସର୍ଟ ପରେ ଏବେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗାୟକ ଦିଲଜିତ l ସେଠାରେ ଚାଲିଥିବା କନସର୍ଟର ଏକ ଭିଡିଓ ଭାଇରଲ ହେବାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…

ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଅମାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଉଭୟ ରାଜ୍ୟର ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଛି ଜୋରଦାର କମ୍ବିଂ ଅପରେସନ । କମ୍ବିଂ ଅପରେସନ ଆରମ୍ଭ ହେବା ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ l ଜଙ୍ଗଲ ମଧ୍ୟରୁ ଗୋଟିଏ ବନ୍ଧୁକ ସହ ଅନ୍ୟାନ୍ୟ…

ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ

ସମ୍ବଲପୁର: ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ । ତାଙ୍କୁ ହାତୀ କଚାଡି ମାରି ଦେଇଛି। ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଗତକାଲି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ରେ ଯିବାବେଳେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୩ ଜଙ୍କର ମୃତ୍ୟୁ ଘଟିଛି। ସଦର ଥାନା ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି।…

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ

ବୌଦ୍ଧ: ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଚିକିତ୍ସିତ । ମୃତ ଭଉଣୀ…

ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ: ଆଜି ଭାଙ୍ଗିବନି ଭୁବନେଶ୍ବରର ବୈକୁଣ୍ଠଧାମ ସେବାଶ୍ରମ । ଉଚ୍ଛେଦ ଉପରେ ରହିତାଦେଶ ଜାରି କାରିଛନ୍ତି ହାଇକୋର୍ଟ । ଡିସେମ୍ବର ୧୨ ଯାଏ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ତେବେ ଆଜି ସେବାଶ୍ରମ ଭାଙ୍ଗିବାକୁ ବିଡିଏ ଯୋଜନା କରିଥିବା ବେଳେ ଆଶ୍ରମ ଖାଲି କରିବାକୁ ଦିଆଯାଇଥିଲା ନିର୍ଦେଶ ।…

ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ନୂଆ ମିଜାଇଲ୍ ମାଡ଼ କରିଛି ଋଷ୍ । ୟୁକ୍ରେନ ଉପରେ ନୂଆ ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼ କରିଛି ଋଷିଆ । ନୂଆ ମିଜାଇଲ୍ ଆକ୍ରମଣ ନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସୂଚନା । ଋଷ୍ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ୍ ମାଡ଼ କରିଛି…