ଗୁଲମର୍ଗରେ ବର୍ଷର ପ୍ରଥମ ତୁଷାରପାତ, ପ୍ରକୃତିକୁ ଉପଭୋଗ କରିବାକୁ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା
ଶ୍ରୀନଗର: ତୁଷାରପାତର ପ୍ରଥମ ସ୍ପର୍ଶରେ ଢାଙ୍କି ହୋଇଛି ଜାମ୍ମୁ କାଶ୍ମୀରର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗ । ସତେଜ ତୁଷାରପାତ ସହିତ କାଶ୍ମୀରରେ ପାଣିପାଗ ଅବସ୍ଥା ପୁଣି ବଦଳି ଯାଇଛି। ସୌନ୍ଦର୍ଯ୍ୟର ସାମାହାର ଗୁଲମର୍ଗର ପାର୍ବତ୍ୟ ଅଞ୍ଚଳରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତର…