Latest Odisha News

BREAKING NEWS

Yearly Archives

2024

ଅସୁରକ୍ଷିତ ଜାତୀୟ ପଶୁ: ବାଘ ଶିକାର କରି ଖାଇଗଲେ ଶିକାରୀ

ନୂଆପଡ଼ା: ଅସୁରକ୍ଷିତ ଜାତୀୟ ପଶୁ। ଜିଲ୍ଲାରେ ଜାତୀୟ ପଶୁର ବାରମ୍ବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘକୁ ସୁରକ୍ଷା ଦେବାରେ ଫେଲ ମାରୁଛି ବନ ବିଭାଗ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ ହୋଇ ଅଭିଯୁକ୍ତ…

ବିଶ୍ବ ଯୁଦ୍ଧ ଆଶଙ୍କା; ଖାଦ୍ୟ ଓ ଜଳ ମହଜୁଦ ଲାଗି ଅପିଲ୍ କଲେ ୟୁରୋପୀୟ ଦେଶ

ମସ୍କୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧକୁ ହଜାରେ ଦିନ ପୂରଣ ହୋଇଥିବା ବେଳେ ଅଧିକ ଉଗ୍ର ହେଉଛି। ଏପରିକି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏପରିକି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ପରମାଣୁ ଆକ୍ରମଣରେ ଦେବାକୁ ଋଷ ଘୋଷଣା କରିଛି। ତେବେ ଏହାରି ମଧ୍ୟରେ…

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: କଟକରେ ଲଜ୍ଜା। ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଘଟଣା । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼…

ହ୍ୱାଟସ୍ ଆପରେ କଲ୍ ରେକର୍ଡ ହେଉନି କି? କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟସ୍ ଆପ୍, ଯାହାର ବ୍ୟବହାର ଭାରତ ତଥା ବିଶ୍ୱର ଅଧିକାଂଶ ଲୋକେ କରୁଛନ୍ତି l ମେସେଜ ପଠାଇବା, ଅଡିଓ କିମ୍ବା ଭିଡିଓ କଲ କରିବା ଭଳି କାର୍ଯ୍ୟ ପାଇଁ ଏହି ଆପ୍ ବ୍ୟବହୃତ ହୁଏ l ଏବେ ଏଥିରେ ଟଙ୍କା ନେଣଦେଣର…

ବିବାହର ୨୯ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଏ.ଆର୍.ରେହମାନ, ଜାଣନ୍ତୁ କାରଣ

ମୁମ୍ବାଇ: ଏ.ଆର୍.ରେହମାନ l ଆଜି ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ…

କାହିଁକି ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା?

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କା ଜୋରିମାନା ଲାଗୁ କରିବାକୁ ପ୍ରତିଯୋଗୀତା ଆୟୋଗ (ସିସିଆଇ) ର ନିଷ୍ପତ୍ତି ସହ ସହମତ ନୁହେଁ ବୋଲି କହିଛି ମେଟା। ଏହାସହ ଏହା ବିରୋଧରେ ଆବେଦନ କରିବାକୁ ଯୋଜନା କରିଛି। ସୋମବାର ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ସିସିଆଇ…

ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କମିଲା ବୁକିଂ ଶୁଳ୍କ, ଜମିବ ଇକୋରିଟ୍ରିଟ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କମିଲା ଇକୋରିଟ୍ରିଟ୍‌ ବୁକିଂ ଶୁଳ୍କ। ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ।…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ସୁବର୍ଣ୍ଣପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।…

ଶୀତ ସାଙ୍ଗକୁ ବଢୁଛି ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା: କାରଣ କ’ଣ? କିପରି ପାଇବେ ଉପଷମ…

ଭୁବନେଶ୍ଵର: ଶୀତଋତୁ ଯୁବକଙ୍କ ପାଇଁ ମଉଜ୍‌ମଜ୍‌ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ।…