ମହାରାଷ୍ଟ୍ର ନିର୍ବାଚନ: ଭୋଟ ପୂର୍ବରୁ ମୋଦୀଙ୍କ ଅପିଲ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିସହ ଝାଡଖଣ୍ଡ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସହ ଉତ୍ତରପ୍ରଦେଶ, କେରଳ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଉପନିର୍ବାଚନ ଅନୁଷ୍ଠତ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା…