Latest Odisha News

BREAKING NEWS

Yearly Archives

2024

ମଧୁମେହ ଦିବସ: ୨୦୩୦ ସୁଦ୍ଧା ମଧୁମେହରେ ପୀଡିତ ହେବେ ୬୪.୩ କୋଟିରୁ ଅଧିକ ଲୋକ

ଭୁବନେଶ୍ୱର: ଆଜି ବିଶ୍ବ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହା ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା: ସମ୍ମାନିତ ହେବେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଚଳିତ ବର୍ଷ ପାଇଁ ୧୦ ଜଣ ଯୁବ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିବେ। ଡିସେମ୍ବର ୧ ତାରିଖରେ ସମ୍ମାନିତ ହେବେ ୧୦ ଯୁବ ଲେଖକ। କବିତା…

ଅଜବ ପରମ୍ପରା: ବିବାହ ପୂର୍ବରୁ କାଟନ୍ତି ନିଜର ଜିଭ, କାନ

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଆଫ୍ରିକା, ପାକିସ୍ତାନ ଏବଂ ବାଂଲାଦେଶର କେତେକ ଅଂଚଳରେ l…

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: ହୋମଗାର୍ଡଙ୍କ ପାଇଁ ଅଗ୍ନିଶମ ବିଭାଗରେ ମିଳିବ ୧୦% ସଂରକ୍ଷଣ

କଟକ: ହୋମ୍‌‌ଗାର୍ଡଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ। ଏଣିକିଅଗ୍ନିଶମ ବିଭାଗରେ ହୋମ୍‌‌ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହି ଅବସରରେ ଅଦାଲତ କହିଛନ୍ତି, ଅଗ୍ନିଶମ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅନେକ ଜରୁରୀକାଳୀନ ସେବା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ। ଏହାର…

ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ଛାଡିଖାଇ ପୂର୍ବରୁ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ୩ ଲକ୍ଷରୁ ଅଧିକ ଟଙ୍କାର ଚିଙ୍ଗୁଡ଼ି ଜଳିପୋଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି। ହେଲେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ପୁରୀ ଜିଲ୍ଲା…

ବାଲିଯାତ୍ରା ଯିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ ଟ୍ରାଫିକ ବ୍ୟବସ୍ଥା

କଟକ: ଉଠିବ ପଡିବ କଟକ ସହର । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଇଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ସେଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଡ୍ୟୁଟିରେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ…

ଶେଷରେ ହ୍ୱାଇଟ୍ ହାଉସରେ ପରସ୍ପରକୁ ଭେଟିଲେ ଟ୍ରମ୍ପ ଏବଂ ବାଇଡେନ୍

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ସାକ୍ଷାତ କରିଛନ୍ତି। ବାଇଡେନ୍ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଉଭୟ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ଆଲୋଚନା…

ଭରତପୁର ଘଟଣା: କମିଶନଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କମିଶନଙ୍କ ପାଖରେ ହାଜର ପାଇଁ ନୋଟିସ । ଆଜି କମିଶନରଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ନୋଟିସ । ତାଙ୍କ ସହ ମେଜର ଓ…

‘ମୁଁ ଏତେ ଶୀଘ୍ର ମରିବି ନାହିଁ’: କାହିଁକି ଏପରି କହିଥିଲେ ଚାଚା ନେହେରୁ

ଭୁବନେଶ୍ଵର: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ ।ସ୍ବାଧୀନ ଭାରତକୁ ବିଶ୍ବରେ…

୯୦ ବର୍ଷ ମଧ୍ୟରେ ଆଇଆରସିରେ ତୃତୀୟ ଓଡ଼ିଆ: ପ୍ରଫେସର ମନୋରଞ୍ଜନ ପରିଡ଼ା ଭାରତୀୟ ସଡ଼କ କଂଗ୍ରେସର ସଭାପତି ନିର୍ବାଚିତ

ଭୁବନେଶ୍ୱର: ପ୍ରଫେସର ମନୋରଞ୍ଜନ ପରିଡ଼ା ଭାରତୀୟ ସଡ଼କ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂଆଦିଲ୍ଲୀ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା ନଭେମ୍ବର ୧୧ ରେ  ଆଇଆରସି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୟୁସିଇ ବୁର୍ଲାର…