Latest Odisha News

BREAKING NEWS

Yearly Archives

2024

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ…

ମର୍ମନ୍ତୁଦ ଦୁର୍ଘଟଣା: ସିନ୍ଧୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୬ ମୃତ

ନୂଆଦିଲ୍ଲୀ: ପିଓକେ ତଥା ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିତ୍‌-ବାଲ୍‌ଟିସ୍ତାନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଉକ୍ତ ଅଞ୍ଚଳର ସିନ୍ଧୁ ନଦୀକୁ ଖସିପଡିଛି। ଫଳରେ ଅଧିକାଂଶ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ବସ୍‌ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା…

ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବାଙ୍କଚୁଡା ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି

ପୁରୀ: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ । ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି । କିମ୍ବଦନ୍ତୀ…

ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ

ରାୟଗଡ଼ା: ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୧ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ…

ବଡ଼ ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ: ମହାକାର୍ତ୍ତିକ ମାସର ଆଜି ବଡ ପର୍ବ ବଡ଼ ଓଷା। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ…

ଭୋଟ ଦେଉଛି ଝାଡଖଣ୍ଡ: ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ରାଞ୍ଚି: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍ ରେ ନିର୍ବାଚନ ହେଉଛି। ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ, ୭୩ ଜଣ…

୨ x ୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ ୨ x ୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀର ପ୍ରବର୍ତ୍ତନ ସହିତ ଏହାର ବିଦ୍ୟୁତିକରଣ ଭିତ୍ତିଭୂମି ବୃଦ୍ଧି କରିବାକୁ ସ୍ଥିର କରିଛି । ଏହି ପଦକ୍ଷେପ ଭୋଲଟେଜ୍ ନିୟନ୍ତ୍ରଣରେ ଉନ୍ନତି ଆଣିବା,…

ଓଡ଼ିଶା କ୍ୟାଡରକୁ ଫେରିବେ ଆଇଏଏସ୍ ସଞ୍ଜୀବ କୁମାର ମିଶ୍ର

ଭୁବନେଶ୍ୱର: ଓଡ଼ିଶା କ୍ୟାଡରକୁ ଫେରିବେ ଆଇଏଏସ୍ ସଞ୍ଜୀବ କୁମାର ମିଶ୍ର । ପ୍ରସ୍ତାବକୁ ଅନୁମୋଦନ କଲେ ନିଯୁକ୍ତି ସମ୍ପର୍କୀୟ କ୍ୟାବିନେଟ କମିଟି । ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡିଶା କ୍ୟାଡରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏନେଇ ପୂର୍ବରୁ…

ଦକ୍ଷତା ବିକାଶ ପାଇଁ ‘ସୁରଭି’ ଏକ ପ୍ଲାଟଫର୍ମ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ସମାରୋହ ଉଦ୍‌ଘାଟିତ ହୋଇଛି। ଶିଶୁ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାରୋହ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି…

ସରକାରୀ କର୍ମଚାରୀଙ୍କ ବଦଳି ଓ ପୋଷ୍ଟିଂ ପ୍ରସଙ୍ଗରେ ବିଜେଡିର ପ୍ରଶ୍ନ : ଟ୍ରାନ୍ସଫର ପାଇଁ ବାହ୍ୟ ଚାପଟି କ’ଣ ?

ଭୁବନେଶ୍ୱର : ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜେଡି ପକ୍ଷରୁ ସରକାର ଓ…