ପୋଲିସ ପୋଷାକରେ ଡକାୟତି, ୩ ଗିରଫ
କନ୍ଧମାଳ: ପୋଲିସ ପୋଷାକ ପିନ୍ଧି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ ନକଲି ପୋଲିସ । ୩ ଜଣଙ୍କୁ ଗିରଫ କରିଛି ଅସଲି ପୋଲିସ । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମୋହନ ଗିରି ଫାଣ୍ଡି ଅନ୍ତର୍ଗତ ରୁବେନ ଗାଁରେ ।
ଖବର ମୁତାବକ, ୭ ଜଣ ଲୁଟେରା…