Latest Odisha News

BREAKING NEWS

Yearly Archives

2024

ମିସ୍‍ ଟିନ୍‍ ୟୁନିଭର୍ସ ମୁକୁଟ ହାତେଇଲେ କିଟ୍‍ ଛାତ୍ରୀ ତ୍ରିଷ୍ଣା ରାୟ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବାଜିମାତ କରିଛନ୍ତି। ଏହା ସହ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି। କିଟ୍‍ ଫେସନ୍‍ ଟେକ୍ନୋଲୋଜି…

ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ

ପୁରୀ: ଶ୍ରୀମନ୍ଦିରରେ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ ହୋଇଛି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ହେଉଥିବାରୁ ଏହାକୁ ନଜରରେ ରଖି ଧ୍ଵଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଥିଲା। ବିଶେଷ କରି ପବିତ୍ର କାର୍ତ୍ତିକ…

ଏବେଠୁ ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ଛୁଟି

ଭୁବନେଶ୍ବର: ଏବେଠୁ ମହିଳା କର୍ମଚାରୀ ପାଇବେ ୧୨ ଦିନ ଅତିରିକ୍ତ ଛୁଟି । ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଋତୁସ୍ରାବ ପାଇଁ ବାର୍ଷିକ…

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ…

ଆଧ୍ୟାତ୍ମିକ ଫିଲ୍ମ ନିର୍ମାଣ କରିବାକୁ କାହିଁକି ଡରନ୍ତି ରୋହିତ ସେଟ୍ଟୀ?

ମୁମ୍ବାଇ: 'ସିଙ୍ଘମ', 'ସିମ୍ବା' ଏବଂ 'ସୂର୍ଯ୍ୟବଂଶୀ' ପରି ଆକ୍ସନ୍-ପ୍ୟାକ୍ ଚଳଚ୍ଚିତ୍ରର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କ ନୂଆ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' କାମ କରିବା ସମୟରେ ସମ୍ମୁଖୀନ ହୋଇଥିବା ଚାପ ଏବଂ ଚ୍ୟାଲେଞ୍ଜ ବିଷୟରେ ଏକ ଗଣ ମାଧ୍ୟମ ସହ କଥାହୋଇଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କ…

୧୩୦ ବର୍ଷରେ ପ୍ରଥମ: ବରଫ ଚାଦରରରୁ ବଞ୍ଚିତ ଫୁଜି, ଏବେ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ଡରାଇଲାଣି । ଯାହା ଇତିହାସରେ କେବେ ଘଟିନଥିଲା ତାହା ଏବେ ଅନୁଭୂତ ହେବା ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି । ଏହି ପରିବର୍ତ୍ତନ ଧାରାରେ ଜାପାନର ଫୁଜି ପର୍ବତ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ସେଠିକା ବାସିନ୍ଦାକୁ ମିଳିଛି ଆଶ୍ବସ୍ତି । ଗତ…

ମୋଦି ଯଦି ଦୋଷ ପ୍ରମାଣ କରିଦେବେ, ରାଜନୀତିରୁ ସନ୍ୟାସ ନେବି: ସିଦ୍ଧରମୈୟା

ବେଙ୍ଗାଲୁରୁ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପ୍ରଭାବ କର୍ଣ୍ଣାଟକର ରାଜନୀତିରେ ମଧ୍ୟ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ…

ବିନା ହୃଦପିଣ୍ଡରେ କିପରି ବଞ୍ଚନ୍ତି ଏହି ପ୍ରାଣୀ ?

ଆମେ ସମସ୍ତେ ଜାଣୁ ଯେ ହୃଦୟ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରେ ରକ୍ତ ପମ୍ପ ଭଳି କାମ କରିଥାଏ ଏବଂ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ବିତରଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ପ୍ରାଣୀ ଅଛନ୍ତି ଯାହାର ହୃଦପିଣ୍ଡ ନାହିଁ। ତଥାପି ସେମାନେ…

‘କୌଣସି ପୁରୁଷ ଜଣେ ମହିଳା ବନ୍ଧୁଙ୍କ ସହ ଏକାଠି ହୋଟେଲ ରୁମରେ ରହିବାର ଅର୍ଥ ଶାରୀରିକ ସମ୍ପର୍କ ନୁହେଁ’

ମୁମ୍ବାଇ: ଜଣେ ମହିଳା ଜଣେ ପୁରୁଷଙ୍କ ସହିତ ହୋଟେଲ ରୁମ୍ ବୁକ୍ କରି ରୁମ୍ ଭିତରକୁ ପ୍ରବେଶ କରିବା ର ଅର୍ଥ ଏୟା ନୁହଁ ଯେ, ସେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହା କହିଛି । ବମ୍ବେ ହାଇକୋର୍ଟର ବିଚାରପତି…

ଗଧ କ୍ଷୀର କାହିଁକି ଏତେ ମହଙ୍ଗା, କେଉଁ ରାଜ୍ୟର ଲୋକେ ଅଧିକ କରନ୍ତି ବ୍ୟବସାୟ?

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ବି ଏବଂ ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ଥାଏ। ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ମନରେ ଅଲଗା ଧାରଣା ସୃଷ୍ଟି ହୁଏ।…