Latest Odisha News

BREAKING NEWS

Yearly Archives

2024

ଛତିଶଗଡ଼ରେ ପିକଅପ୍ -ଟ୍ରାକ୍ଟର ଧକ୍କା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ବିଳମ୍ବିତ ରାତିରେ  ପିକଅପ୍ -ଟ୍ରାକ୍ଟର ଧକ୍କାରେ ୩ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଶ୍ରମିକମାନେ ହେଲେ ଏମ କେରାଗାଁ ପଞ୍ଚାୟତ…

ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ, ପାଉଁଶ ଡମ୍ପିଂ ପାଇଁ କଡା କଟକଣା

ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ  ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା…

ପିକ୍‌ଅପ୍‌ – କଣ୍ଟେନର ଧକ୍କା ; ୨ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଅଘଟଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ବଲପୁର ସଦର ଥାନା ଅନ୍ତର୍ଗତ କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍‌ଭ୍ୟାନ୍‌କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ…

କଳିଙ୍ଗ ଷ୍ଟାଡିୟମରେ ଆଇଏସଏଲର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ମୋହନବାଗାନ ସୁପର ଜ୍ୟାଂଟସ ମଧ୍ୟରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଆଇଏସଏଲର ଏହି…

ଆତଙ୍କବାଦୀ-ସେନା ଗୁଳି ବିନିମୟ: ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର…

ଆନିମଲ ପାର୍କ ରୁ ପଠାନ 2 , ଜାଣନ୍ତୁ କେବେ ଆସିବ ଏହି ସବୁ ଫିଲ୍ମ …

ଆପଣ ଫିଲ୍ମ ଲଭର କି ? ଆନିମଲ ପାର୍କରୁ ରେଡ୍ 2 ଭଳି ଫିଲମକୁ କରିଛନ୍ତି କି ଅପେକ୍ଷା ? ଆମେ ଆପଣଙ୍କୁ କହିବୁ କେବେ ଆସୁଛି ଏହି ଫିଲ୍ମ। ଆନିମଲ ପାର୍କ - ଅତି ଶୀଘ୍ର ଆସୁଛି ରଣବୀର କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ଆନିମଲର ସିକ୍ୱେଲ୍। ଏହାର ନାମ ଆନିମଲ ପାର୍କ ରଖାଯାଇଛି। ରଣବୀରଙ୍କ ଏହି…

ଟିମ ଇଣ୍ଡିଆ ସହିତ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଏବେ ବି ରହିଛି ସଂଶୟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟିମ ଇଣ୍ଡିଆ ନଭେମ୍ବର ୧୦ କିମ୍ବା ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି ଗସ୍ତରେ ଟିମ ସହିତ ଅଧିନାୟକ ରୋହିଶ ଶର୍ମା ଯିବେ କି ନାହିଁ ସେ ନାହିଁ ସଂଶୟ ଲାଗି ରହିଛି । ବ୍ୟକ୍ତିଗତ କାରଣ ଯୋଗୁ ରୋହିତ ଆଉ କିଛି ଦିନ ପରେ ଅଷ୍ଟ୍ରେଲିଆ ଗସ୍ତରେ…

ବାହାଘର କାର୍ଡ଼ରେ ଛପିଲା ସିଏମ ଯୋଗୀଙ୍କ ‘ବାଣ୍ଟୋଗେ ତୋ କଟୋଗେ’ ନାରା

ଗାନ୍ଧୀନଗର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାରା 'ବାଣ୍ଟୋଗେ ତୋ କଟୋଗେ' ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ଭିତରେ ଗୁଜୁରାଟ ଭାବନଗରର ଜଣେ ବ୍ୟକ୍ତି ନିଜ ବାହାଘର ନିମନ୍ତ୍ରଣ ପତ୍ରରେ ଏହି ନାରାକୁ ଛପାଇଛନ୍ତି। ଏହା ସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ…

ବ୍ରହ୍ମପୁର ପୋଲିସର ଅଭିନବ ପୋଷ୍ଟ, ଦେଖିଲେ ହସ ଲାଗିବ

ବ୍ରହ୍ମପୁର: ବାପା ଓ ପୁଅକୁ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଏନେଇ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ତେବେ ପୋଷ୍ଟ ଏଭଳି ମଜାଦାର ହୋଇଛି ଯେ ହସିହସି ବେଦମ ହୋଇପଡିଛନ୍ତି ନେଟିଜେନ୍ସ। ବ୍ରହ୍ମପୁର…

ବାବା ସିଦ୍ଦିକୀ ମର୍ଡର କେସ: ଗିରଫ ହେଲା ସୁଟର ଶିବ କୁମାର

ଲକ୍ଷ୍ନୌ: ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ଉତ୍ତର ପ୍ରଦେଶ ଏସଟିଏଫ ଓ ମୁମ୍ବାଇ ପୋଲିସ ଅପରାଧ ଶାଖାର ଟିମ୍ ମିଳିତ ଭାବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ବାହାରାଇଚରୁ ଏହି ସୁଟର ସହ ତାକୁ ସହଯୋଗ…