ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ଶୀତ ଉଭାନ
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଋତୁ ହେଲେ ଏପର୍ଯ୍ୟନ୍ତ ଶୀତର ନାଁ ଗନ୍ଧ ନାହିଁ । କେବଳ ଦାରିଙ୍ଗବାଡି, ଜି.ଉଦୟଗିରି ଓ ସେମିଳିଗୁଡାର କିଛି ଅଞ୍ଚଳକୁ ଛାଡି ଦେଲେ ଆଉ ସବୁଠି ଶୀତ ଉଭାନ ରହିଛି । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା…