Latest Odisha News

BREAKING NEWS

Yearly Archives

2024

ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ

ଯାଜପୁର : ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର…

ଚିଲିକା ହ୍ରଦ ମଝିରେ ଭାସିଲା ଯାତ୍ରୀବାହୀ ଭସାପୋଲ

ବ୍ରହ୍ମଗିରି: ଚିଲିକା ହ୍ରଦ ମଝିରେ ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଯାଇଛି। ପୁରୀ ଜିଲ୍ଲା ସାତପଡ଼ା ନିକଟ ଚିଲିକାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଯାତ୍ରୀମାନେ ଭୟଭୀତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ହରଡ଼ ମଝିରେ ଭାସୁଥିବା ଭସାପୋଲଟି…

୨୦ ବର୍ଷ ପରେ ପୁଣି ଧମାଲ କରିବେ ଅକ୍ଷୟ, ଗୋବିନ୍ଦା ଓ ପରେଶ, ଆସିବ ‘ଭାଗମ୍ ଭାଗ ୨’

ମୁମ୍ବାଇ; ଅକ୍ଷୟ କୁମାର, ଗୋବିନ୍ଦା ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଚଳଚ୍ଚିତ୍ର 'ଭାଗମ୍ ଭାଗ' ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା l ଏପରି ପ୍ରଶଂସକମାନେ ଏହି ତିନିଜଣଙ୍କୁ ପୁଣିଥରେ ଏକାଠି ପରଦାରେ ଦେଖିବା ପାଇଁ…

ପୁଣି ଘାରିଲାଣି ଗନ୍ଧମାର୍ଦ୍ଦନ ଖଣି ଖନନ ଚିନ୍ତା, ଅଣ୍ଟା ଭିଡିଲେଣି ସ୍ଥାନୀୟ ଲୋକେ

ବଲାଙ୍ଗୀର: ପୁଣି ଘାରିଲାଣି ଗନ୍ଧମାର୍ଦ୍ଦନ ଖଣି ଖନନ ଚିନ୍ତା । ଏକଜୁଟ ହେଲେଣି ଗାଁ ଲୋକେ । ଘନ ଘନ ବୈଠକ କରିବା ସହିତ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେବାକୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଲାଣି । ତେବେ କାହିଁକି ପୁଣି ଏବେ…

ସଲମାନଙ୍କ ପରେ ନିଶାନାରେ ଶାହରୁଖ, ଫୋନରେ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଏବେ ଯେମିତି ଦେଶରେ ହତ୍ୟା ଧମକ ଟ୍ରେଣ୍ଡ କରୁଛି । ଜୀବନ ନେଇଯିବା ଏବେ ଯେମିତି ପିଲାଙ୍କ ଖେଳ ପାଲଟିଛି । ସେ ବଲିଉଡ ସୁପରଷ୍ଟାର ହୁଅନ୍ତୁ କି ରାଜନେତା କିମ୍ବା କୌଣସି ଚର୍ଚ୍ଚିତ ଚେହେରା, ପ୍ରତିଦିନ କାହାକୁ ନା କାହାକୁ ହତ୍ୟା ଧମକ ମିଳୁଛି । ଏଇ କିଛି ଦିନ ଏବେ ବିଷ୍ଣୋଇ…

ସରକାରଙ୍କ ଗଳାରେ କନ୍ଧମାଳ କଣ୍ଟା !

ଭୁବନେଶ୍ବର: କନ୍ଧମାଳ ଟାକୁଆ ଟ୍ରାଜେଡି ପାଲଟିଛି ବିଜେପି ସରକାରଙ୍କ ଗଳାର କଣ୍ଟା । ପଦାରେ ପଡିଛି ଯୋଗାଣ ବିଭାଗର ବିଫଳତା । ବିରୋଧୀ ଲଗାତର ଘେରୁଥିବା ବେଳେ ଲୋକଙ୍କ ଆକ୍ରୋଶ ବି ସାମନାକୁ ଆସିଲାଣି । ମନ୍ତ୍ରୀ କହୁଛନ୍ତି, ରାସନ ଚାଉଳ ମହଜୁଦ ଥାଇ ଲୋକେ ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ…

ବାହାଘର ଖର୍ଚ୍ଚକୁ ଆଶ୍ବସ୍ତି, କମିଲା ସୁନା ଦର

ଭୁବନେଶ୍ବର: ବାହାଘର ସିଜିନ୍ ପାଖେଇ ଆସୁଥିବା ବେଳେ ସୁନା ବଜାରରେ ନିଆଁ ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବାଧୁଥିଲା । ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର ।  ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ…

ଆଡଭେଞ୍ଚର ସାଙ୍ଗକୁ ପ୍ରକୃତିର ଅପୂର୍ବ ସଙ୍ଗମ, ଥରେ ଯାଇ ବୁଲି ଆସନ୍ତୁ…

ନୂଆଦିଲ୍ଲୀ: ଅନେକ ଲୋକ ଭ୍ରମଣ କରିବାକୁ ପସନ୍ଦ କରନ୍ତି, ଏହା ବ୍ୟତୀତ କିଛି ଲୋକ ଦୁଃସାହସିକ ବା ଆଡଭେଞ୍ଚର କାର୍ଯ୍ୟକଳାପ କରିବାକୁ ପସନ୍ଦ କରନ୍ତି । ଏହା କେବଳ ଏକ ଯାତ୍ରା ନୁହେଁ ବରଂ ଏକ ଭିନ୍ନ ଅନୁଭୂତି, ଏହି ସ୍ମରଣୀୟ ମୂହୁର୍ତ୍ତଗୁଡିକ ସବୁବେଳେ ମନେ ରହିଥାଏ । ଦୁଃସାହସିକ…

ଚର୍ଚ୍ଚାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’: ବିକ୍ରାନ୍ତ ମେସିଙ୍କୁ ମିଳୁଛି ହତ୍ୟା ଧମକ

ମୁମ୍ବାଇ: 12th ଫେଲ୍‌ ଫିଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିବା ବିକ୍ରାନ୍ତ ମେସି ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ରିଲିଜ ପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି। ସୂଚନା ଅନୁସାରେ ଏହି ଫିଲ୍ମରେ ସେ…

ଏଣିକି ଦୁଆର ମୁହଁରେ ମିଳିବ ନ୍ୟାୟ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ । ଏହା ଦ୍ବାରା ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ ଭୂମିକା ନେବ ବୋଲି କହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହିତ ଏନେଇ ୬ଟି…