ଯାଜପୁର : ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର ଜରୁରୀକାଳୀନ ସହାୟତା ବାହନ ସହ ଯୋଗାଯୋଗ କରିଥିଲେ। ERSS ଟିମ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣା ଯାଇଛି।
BREAKING NEWS
- ଅନ୍ଧବିଶ୍ୱାସର କରୁଣ ପରିଣତି,ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା
- ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ
- ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ ଅଭିଯୋଗରେ ଆସିକା ବିଧାୟକଙ୍କ ବିରୋଧରେ ଏତଲା ରୁଜୁ
- ଦୁଇଟି ସନ୍ତାନ ଯଥେଷ୍ଟ ନା ତିନୋଟି ଆବଶ୍ୟକ? ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ଭାରତରେ ନୂତନ ବିତର୍କ ଆରମ୍ଭ
- ଆଇଏଏସ୍ ସ୍ତରରେ ଅଦଳବଦଳ, ୪ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
- Vance Turns on Trump: ବିପଦ ସମୟରେ ଟ୍ରମ୍ପଙ୍କୁ ଧୋକା ଦେବେ କି ପାଖ ଲୋକ? ଜେଡି ଭାନ୍ସଙ୍କ ମୋର୍ଚ୍ଚା! ନୂଆ ରାଜନୈତିକ ମେଣ୍ଟ ଗଢ଼ିବାକୁ ଚାଲିଛି ପ୍ରସ୍ତୁତି?
- ବାଲିଯାତ୍ରାରେ ଦେଖିବାକୁ ମିଳିବ ପୁରୁଣା ଐତିହ୍ୟ: ରେଳଷ୍ଟେସନ ଢାଞ୍ଚାରେ ନିର୍ମାଣ ହେବ ମୁଖ୍ୟ ପ୍ରବେଶ ପଥ
- ଅଦାଲତରୁ ମିଳିଲା ଆଶ୍ବସ୍ତି, ଖୁବଶୀଘ୍ର ଜେଲରୁ ମୁକୁଳିବେ ଡି ବ୍ରଦର୍ସ
- ଗିଡ଼ିପାବାଲିରେ ବଢ଼ିଲା ମୃତ୍ୟୁସଂଖ୍ୟା: ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଉଦ୍ଧାର
- ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା
Comments are closed.