Latest Odisha News

BREAKING NEWS

Yearly Archives

2024

ସୁନ୍ଦରଗଡ଼ରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ିର ଭିତ୍ତିଭୂମି ବଢାଇଲା ବେଦାନ୍ତ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାର ବ୍ୟାପକ ଉପଲବ୍ଧତା ଏବଂ ଯୁବପିଢ଼ିଙ୍କୁ ସଶକ୍ତ ସହିତ ଗୋଷ୍ଠୀ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତାର ପରିଚୟ ଦେଇ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲା ଖଣି ଅଞ୍ଚଳରେ ଥିବା…

ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି । ସେ ୩ଶତକ ସହ ୧୩୫୩ ରନ ସଂଗ୍ରହ କରିଛନ୍ତି ।…

ଗଜପତିଙ୍କ ଅନୁରୋଧ ସତ୍ବେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର: ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ଇସ୍କନ। ସେପ୍ଟେମ୍ବରରେ ଇସ୍କନ ପକ୍ଷରୁ ନଭେମ୍ବର ୩ ଏବଂ ନଭେମ୍ବର ୯ରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଳନ କରିବାକୁ ଯୋଜନା କରିଥିଲା। ଏହା…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗ: ଚିକିତ୍ସିତ ୨ ଗୁରୁତରଙ୍କୁ ହେପାଟାଇଟିସ୍

ଭୁବନେଶ୍ୱର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ମିଳିଛି। ଏସ୍‌ସିବିରେ…

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ…

ରାଜ୍ୟ ସରକାରଙ୍କ ଉପରେ ଭରସା କରୁନାହାନ୍ତି ଶିଳ୍ପ ଅନୁଷ୍ଠାନ: ବିଜେଡି

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ଅଙ୍କାପାଲି ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ତରଫରୁ ଘୋଷଣା ହେବା ପରେ ଓଡ଼ିଶାରେ ଏହି କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଜି…

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ମରାମତି କାମ ଆରମ୍ଭ

ପୁରୀ : ସଙ୍କଟରେ ରହିଛି ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ। ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଦେଢ଼ ବର୍ଷ ତଳୁ ମେଘନାଦ ପାଚେରୀରେ ବିଭିନ୍ନ ସ୍ଥାନରେ ପାଣି ଝରୁଥିବା ବେଳେ ଆନନ୍ଦ ବଜାର ଡ୍ରେନେଜର ସୁଧାର ପାଇଁ ଚିଠି କରି…

‘ବେବି ଜନ୍‌’ର ଟିଜର ଆଉଟ୍: ଫ୍ୟାନ୍ସଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଭେଟି

ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ…

କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ। ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମେଗା ନିଲାମ ପୂର୍ବରୁ ମୋଟ ୪୬ ଖେଳାଳିଙ୍କୁ ରିଟେନ ରଖାଯାଇଛି |…

ମିଥୁନଙ୍କ ପୂର୍ବପତ୍ନୀ ତଥା ‘ମର୍ଦ’ ଫିଲ୍ମ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କର ଦେହାନ୍ତ

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କର ଦେହାନ୍ତ ହୋଇଛି । ହେଲେନା ଆମେରିକାରେ ରହୁଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଦେହାନ୍ତ ଖବର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…