Latest Odisha News

BREAKING NEWS

Yearly Archives

2024

‘୧୦ ଦିନ ଭିତରେ ଇସ୍ତଫା ଦିଅ ନଚେତ୍…’ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏଭଳି ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ମୁମ୍ବାଇ ପୁଲିସକୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ୧୦ ଦିନ ଭିତରେ ଇସ୍ତଫା ଦେବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ମଇଳା ପାଣି ଢାଳିଲେ ସାଂସଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିୱାଲ ଶନିବାର ଦ୍ୱାରକା ଯାଇଥିଲେ। ସେଠାରେ ଲୋକଙ୍କୁ ମଇଳା ପାଣି ଯୋଗାଇ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସ୍ୱାତୀ ସେଠାରୁ ମଇଳା ପାଣି ନେଇ ମୁଖ୍ୟମନ୍ତ୍ରୀ ଅତିଷୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।…

ରାଜଧାନୀରେ ଭୂମିକମ୍ପ ନା ଅନ୍ୟ କିଛି? କ’ଣ କହୁଛି ଏନସିଏସ୍…

ଭୁବନେଶ୍ଵର: ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିବା ସାଧାରଣ ଲୋକେ ଦାବି କରିଥିଲେ। ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଉଚ୍ଚ ଶବ୍ଦ ହେବା ସହ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଭୁବନେଶ୍ୱରରେ କୌଣସି ଭୂକମ୍ପ…

ଭାବପ୍ରବଣ ହୋଇ ପଡିଛନ୍ତି ଭେଙ୍କେଟେଶ ଆୟାର

କୋଲକାତା: କୋଲକୋତା ନାଇଟ ରାଇଡର୍ସ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛି । ଦଳକୁ ଗତ ସଂସ୍କରଣରେ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଭେଙ୍କେଟେଶ ଆୟାରଙ୍କୁ ରିଟେନ କରି ନାହିଁ । ଯାହାକୁ ନେଇ ସେ ଭାବପ୍ରବଣ ହୋଇ ପଡିଛନ୍ତି…

ପୁଣି ବଡ ମହାସ୍ନାନ କଲେ ମହାପ୍ରଭୁ..

ପୁରୀ: ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ତେବେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିଥିବା…

‘ବିକଶିତ ହେବ ବଲାଙ୍ଗୀର, ପୂର୍ବ ସରକାର ଅବହେଳା କରିଥିଲେ’

ବଲାଙ୍ଗୀର: ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଛି । କିନ୍ତୁ ଆମ ସରକାର ଆସିବା ପରେ ବିଭିନ୍ନ ଯୋଜନା ହାତକୁ ନେଇଛି । ଆଗକୁ ବଲାଙ୍ଗୀର ବିକଶିତ ରାଜ୍ୟ ହେବ । ବଲାଙ୍ଗୀର ଗସ୍ତରେ ଯାଇଥିବା ବେଳେ ଆଜି ପ୍ରେସମିଟ୍ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।…

ଆସନ୍ତୁ ଜାଣିବା ମୁଗ ଡାଲିର ଇତିହାସ….

ନୂଆଦିଲ୍ଲୀ: ମୁଗ ଡାଲି ଭାରତର ପ୍ରତ୍ୟେକଙ୍କ ଘରେ ରନ୍ଧା ଯାଉଥିବା ଏକ ବ୍ୟଞ୍ଜନ । ଅନେକ ଲୋକ ମୁଗ ଡାଲିକୁ ବହୁତ ଉତ୍ସାହର ସହ ଖାଇଥା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଡାଲି ଭାରତକୁ କେଉଁଠାରୁ ଆସିଛି । ଆସନ୍ତୁ ଜାଣିବା ମୁଗ ଡାଲିର ଇତିହାସ ବିଷୟରେ… ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ମହାନଦୀ ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ? କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ଭୁବନେଶ୍ବର: ମହାନଦୀ ବିବାଦ ଆଜିର କି କାଲିର ନୁହେଁ, ଏ ବିବାଦ ଅନେକ ବର୍ଷ ଧରି ଓଡିଶାବାସୀଙ୍କ ପାଇଁ କାଳ ସାଝିଛି । ଛତିଶଗଡ ପାଣି ଛାଡୁଛି, ଯାହା ଓଡିଶା ଦେଇ ପ୍ରବାହିତ ହେଉଛି । ଫଳରେ ଖରା ଦିନ ଆସିଲା ଯେମିତି ପାଣି ପାଇଁ ଆଁ କରୁଛି ମହାନଦୀ । ଆଉ ବର୍ଷା ଦିନ ହେଲେ କୂଳ ଲଘୁଂଛି । ବର୍ଷ…

ଭୁଲରେ ବି ଖାଆନ୍ତୁ ନାହିଁ ଏହି ମାଛ, ନଚେତ୍ ….

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଆମିଷରେ ମାଛ ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ଵାସ୍ଥ୍ୟ ପାଇଁ ଅନେକ ହିତକର ମଧ୍ୟ ହୋଇଥାଏ । କାରଣ ମାଛରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । କିନ୍ତୁ ମାଛ ଖାଇବାବେଳେ, ଆପଣ ଧାନ ରଖିବା ଉଚିତ୍ ଯେ ଆପଣ ଖାଉଥିବା ମାଛ ବିଷାକ୍ତ କି ନୁହେଁ । ଆଜି…

ଲରେନ୍ସ ବିଷ୍ଣୋଇଙ୍କ ଭାଇକୁ ନେଇ ଆମେରିକାର ଆଲର୍ଟ, ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରୟାସକୁ ବୃଦ୍ଧି କରାଯାଇଛି। ଏହାକୁ ନେଇ ଆମେରିକାର କର୍ତ୍ତୃପକ୍ଷ ସେମାନଙ୍କ ଦେଶରେ ଲରେନ୍ସଙ୍କ ସାନଭାଇ ଅନମୋଲ ବିଷ୍ଣୋଇ (୨୫) ଙ୍କ ଉପସ୍ଥିତି ସମ୍ପର୍କରେ ମୁମ୍ବାଇ ପୋଲିସକୁ ସତର୍କ କରାଇଛନ୍ତି।…