ପୁଣି ସାଙ୍ଘାତିକ ସ୍ତରରେ ଦିଲ୍ଲୀର ବାୟୁର ମାନ: ରେଡ୍ ଜୋନରେ ୮ଟି ଷ୍ଟେସନ୍
ନୂଆଦିଲ୍ଲୀ: ଦୀପାବଳିର ଦିନକ ପୂର୍ବରୁ ପୁଣି ବିଗିଡିଲା ଦିଲ୍ଲୀର ବାୟୁର ମାନ । ଅତି ଖରାପ ସ୍ତରରେ ପହଞ୍ଚିଛି ବାୟୁ ଗୁଣବତ୍ତା । ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ା ଜାଳିବା ଫଳରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଫଳରେ ଦେଶର ରାଜଧାନୀର ୮ଟି ମନିଟରିଂ…