ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ, ଅପେକ୍ଷାରେ ଭକ୍ତ
ଭୁବନେଶ୍ଵର: ଆସିଛି ଆଲୋକର ପର୍ବ ଦୀପାବଳି। ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି। ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ…