Latest Odisha News

BREAKING NEWS

Yearly Archives

2024

ଅଯୋଧ୍ୟାରେ ଦୀପୋତ୍ସବ: ଜଳିଲା ୨୫ ଲକ୍ଷ ଦୀପ

ଅଯୋଧ୍ୟା : ଅଯୋଧ୍ୟାରେ ପାଳିତ ହୋଇଛି ଦୀପୋତ୍ସବ । ଜଳିଛି  ୨୫ ଲକ୍ଷ ଦୀପ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ପାଳନ ହୋଇଛି ଦୀପୋତ୍ସବ। ଏହି ଅବସରରେ ଅଯୋଧ୍ୟାରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜଳାଇଛନ୍ତି ଶ୍ରଦ୍ଧାଳୁ। ଏହା ସହିତ ୧୧୨୧ ବ୍ୟକ୍ତି…

ଏମକେସିଜିରେ ରାଗିଂ ଘଟଣା : ୫ ସିନିୟରଙ୍କୁ ଛଅ ମାସ ହଷ୍ଟେଲ ଓ କ୍ୟାମ୍ପସ ମନା

ବ୍ରହ୍ମପୁର : ଏମକେସିଜିରେ ରାଗିଂ।  ଵ୍ରହ୍ମପୁର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଇଛି। ଏହି ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି।  ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ…

ଅର୍ଥ ଅପେକ୍ଷା ଟିମକୁ ପ୍ରାଥମିକତା ଦେଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ରିଟେନଶନ ତାଲିକା ପ୍ରକାଶ କରିବା ଶେଷ ତାରିଖ ୩୧ ଅକ୍ଟୋବର ରହିଛି । ଏଥିପାଇଁ ସମସ୍ତ ଫ୍ରାଂଚାଇଜର ରଣକୌଶଳ ପ୍ରସ୍ତୁତ କରି ସାରିଛନ୍ତି । ରିପୋର୍ଟ ମୁତାବକ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି । ଗିଲ ଅର୍ଥ…

ଅବସରପ୍ରାପ୍ତ ଆରଆଇଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜରିମାନା

ବଣାଇ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଛନ୍ତି ଅବସରପ୍ରାପ୍ତ ଆରଆଇ । ୩୦ ତାରିଖ ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାରହି ବଣାଇ ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ନୃସିଂହଚରଣ ତ୍ରିପାଠୀ (୭୮)ଙ୍କୁ ୩ ବର୍ଷ ଜେଲ୍ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ…

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମତଭେଦ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଠିକ ଲୟରେ ଆସି ଯାଇଥିବା ପ୍ରଶଂସକମାନେ ଧରି ନେଇଥିଲେ । ମାତ୍ର ଏହା ପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଟି୨୦ରେ ଦଳର ପ୍ରଦର୍ଶନ ଠିକଠାକ ଥିଲେ ମଧ୍ୟ ଦିନିକିଆ ଏବଂ ଟେଷ୍ଟରେ ଦଳ ପ୍ରଭାବ ପକାଇ…

ଅଟ୍ରିରେ ଲୋକାର୍ପିତ ହେଲା ନୂତନ ପାସେଞ୍ଜର ହଲ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରିଠାରେ  ନୂତନ ପାସେଞ୍ଜର ହଲ୍ଟ ଲୋକାର୍ପିତ ହୋଇଛି। ଏହା ଅଞ୍ଚଳର ପରିବହନରେ ଉନ୍ନତି ଘଟାଇବ। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ  ପ୍ରଦୀପ କୁମାର ସାହୁ ଓ…

ମୋ ଝିଅ ସହ ଅନ୍ୟାୟ ହୋଇଛି: ଜଗନ୍ ମୋହନ ରେଡ୍ଡୀଙ୍କ ମା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା ରାଜ୍ୟ କଂଗ୍ରେସ ସଭାପତି ୱାଇଏସ ଶର୍ମିଲାଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ତେବେ ଏହା ମଧ୍ଯରେ ତାଙ୍କ ମା ତଥା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନ ହରାଇଲେ ବୁମରାହ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଶୀର୍ଷ ସ୍ଥାନ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲର କାଗିସୋ ରାବାଡା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁମରାହ ୮୪୬ ରେଟିଂ ପଂଏଟ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ରାବାଡା ୮୬୦ ପଂଏଟ ହାସଲ…

ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୋଜନାକୁ କଡା ନିନ୍ଦା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ପରମ୍ପରା ଏବଂ ଭାବନା ମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଇ ସେ କହିଛନ୍ତି ଯେ ଭଗବଦ୍ ଗୀତା ସଫଳତା ପାଇବା ପାଇଁ ସମନ୍ୱୟ ରକ୍ଷା…

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା…