ଆସୁଛି ଭୟଙ୍କର ବିପର୍ଯ୍ୟୟ ; ହଜିଯିବ ଗ୍ରୀଷ୍ମ ! ପାଣି ହୋଇଯିବ ବରଫ, ହେବନି ବର୍ଷା
ନୂଆଦିଲ୍ଲୀ: ପୃଥିବୀ ପାଇଁ ଆଗକୁ ଆସୁଛି ଭୟଙ୍କର ବିପଦ। ଆଉ ଏହି ବିପର୍ଯ୍ୟୟ ଏତେ ଭୟାନକ ହେବ ଯେ ଏହାକୁ ସାମ୍ନା କରିବା ବିଶ୍ୱ ବାସୀଙ୍କ ପାଇଁ କଷ୍ଟକର ହେବ। କୁହାଯାଉଛି ଏହି ବିପର୍ଯ୍ୟୟର କାରଣ ହେବ ଆଗ୍ନେୟଗିରି ଉଦ୍ଗୀରଣ। ଏପରି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଫଳରେ ବଦଳିଯିବ ପାଳିପାଗ…