Latest Odisha News

BREAKING NEWS

Yearly Archives

2024

ଅକ୍ଟୋବର ୧୫ରେ ଆଇଟିୟୁ ବିଶ୍ୱ ଦୂରସଂଚାର ମାନକୀକରଣ ସଭାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ - ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪ର  ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ…

‘ଖୁବଶୀଘ୍ର ଡିଜିଟାଲ୍ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷା ବ୍ୟବହାର ହେବ’

ଭୁବନେଶ୍ୱର: ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ ପ୍ଲାଟଫର୍ମମାନଙ୍କରେ ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍…

ଘୋଷଣା ହେଲା ପଞ୍ଚମ ଜାତୀୟ ଜଳ ପୁରସ୍କାର :  ପ୍ରଥମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର)  ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା…

ବିଜେପି ସକ୍ରିୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ସକ୍ରିୟ ସଦସ୍ୟତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ…

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଟଙ୍କା ହଡ଼ପ କରି ଯୁବକ ଗିରଫ

କେନ୍ଦୁଝର: 'ସୁଭଦ୍ରା' ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟୁଥିଲେ ଏବେ ଏହି ଘଟଣାରେ ଜଣେ ଠକକୁ ଗିରଫ କରିଛି କେନ୍ଦୁଝର ପୋଲିସ । ଗିରଫ ଯୁବକ ଜଣକ ହେଲା ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡା । ଗିରଫ ପରେ ଯୁବକଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଖବର…

ମଞ୍ଚରେ ମୁହାଁମୁହିଁ ହେଲେ ରାମ ଓ ରାବଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହରେ ରାମଲୀଳା ପ୍ରଦର୍ଶନ ହେଉଥିବା ବେଳେ ରାମ ଏବଂ ରାବଣ ସତରେ ମୁହାଁମୁହିଁ ହୋଇଛନ୍ତି। ଶନିବାର ଦିନ ରାମ ଏବଂ ରାବଣଙ୍କ ଚରିତ୍ରରେ ମଞ୍ଚ ଉପରେ ଅଭିନୟ କରୁଥିବା ବେଳେ ରାମଲୀଳା ଷ୍ଟେଜ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ସୋସିଆଲ ମିଡିଆରେ ସଚିନ ଗୁପ୍ତା…

କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରର ୨ଟି ସ୍ଥାନରେ ଅଭିଯୋଗ ଶୁଣାଣି କ୍ୟାମ୍ପ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ କେନ୍ଦୁଝର ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଆଜି…

ଦିପାବଳୀରେ ଦୀପ ଜାଳିବାର ନିୟମ, କେଉଁ ଦିଗରେ ଦୀପ ଜାଣିଲେ ମିଳିବ କେଉଁ ଫଳ?

ଭୁବନେଶ୍ବର: ଦିପାବଳୀର ପର୍ବ ହେଉଛି ଆଲୋକ ଏବଂ ଖୁସିର ପର୍ବ । ଦୀପ ଜାଳିବା ଦ୍ୱାରା ଆମେ କେବଳ ଆମ ଘରକୁ ଆଲୋକିତ କରୁନାହୁଁ ବରଂ ଆମର ମନ ଏବଂ ଜୀବନକୁ ମଧ୍ୟ ଆଲୋକିତ କରିଥାଉ । ଦିପାବଳୀରେ ଦୀପ ଜାଳିବାର ପରମ୍ପରା ତ୍ରେତେୟା ଯୁଗରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଭୁ ଶ୍ରୀରାମା ଲଙ୍କାକୁ…

ନୂଆ ଜୀବନ ଚାହୁଁଛି; ସୁଇସାଇଡ୍ ନୋଟ୍ ଲେଖି ଝୁଲିପଡିଲେ ଡିସିପିଙ୍କ ପୁଅ

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି କମିଶନରଙ୍କ ଏକମାତ୍ର ୧୭ ବର୍ଷୀୟ ପୁଅ ସାହିଲ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି। ସୂଚନାନୁସାରେ, ସାହିଲ ରବିବାର ଦିନ ଫ୍ୟାନରେ ରଶି ଲଗାଇ ଝୁଲି ପଡିଥିଲା। ସେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ଆଇଆଇଟି…

ଦାଦନ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ସୋମବାର ଘୋଷଣା କରିଛନ୍ତି ଓଡିଶା ସରକାର । ସୂଚନାନୁସାରେ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଟାସ୍କଫୋର୍ସର ଚେୟାରମ୍ୟାନ ହେବାକୁ ଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା…