Latest Odisha News

BREAKING NEWS

Yearly Archives

2024

୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ…

ଦଶମ ଥର ପାଇଁ ଅପରିବର୍ତ୍ତିତ ରେପୋ ରେଟ୍: ମହଙ୍ଗା ହେବନି ଋଣ

ନୂଆଦିଲ୍ଲୀ: ଲଗାତର ଦଶମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏହା୬.୫ ପ୍ରତିଶତରେ ସ୍ଥିର ରହିଛି। ଏହାକୁ ନେଇ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ସେହିପରି ପ୍ରମୁଖ ସୁଧ ହାରରେ କୌଣସି କରାଯାଇନି ପରିବର୍ତ୍ତନ। ମନିଟାରୀ ପଲିସି କମିଟି (ଏମପିସି)ର ନିଷ୍ପତ୍ତି ଘୋଷଣା…

ବାଂଲାଦେଶକୁ ୮୬ ରନରେ ହରାଇ ଆଗୁଆ ସିରିଜ ଜିତି ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୮୬ ରନରେ ବାଂଲାଦେଶକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଦତ ୨୨୨ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟ ବିନିମୟରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା ।…

ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲର ଛାତ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହର ଅନ୍ତର୍ଗତ ମହିଷାପାଟରେ ୫୫ ନମ୍ବର ନ୍ୟାସନାଲ ହାଇ ୱେ କଡ଼ରେ ଥିବା ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲର ଛାତ ଭୁଶୁଡିଛି।ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।  ନିର୍ମାଣାଧୀନ କୋଠା ପୋର୍ଟିକର ଛାତ…

ଇଭିଏମ ସିଲ୍ ପାଇଁ ଇସିଆଇଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେନେଇ ଦଳ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ପବନ ଖେଡା, ଜୟରାମ ରମେଶ  ଓ ଅଜୟ ମାକନ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଇସିଆଇଙ୍କୁ ଭେଟିଛି।…

ବାଲୁକା କଳାରେ ଦୁର୍ଗା ପୂଜା ଶୁଭେଛା

ପୁରୀ: ପବିତ୍ର ଦୂର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବିଚ୍ ର ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ମା'…

ସଦର୍ଣ୍ଣ ସୁପରଷ୍ଟାର୍ସକୁ ହରାଇଲା ଟୋୟାମ ହାଇଦ୍ରାବାଦ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଟୋୟାମ ହାଇଦ୍ରାବାଦ ଆଉ ଏକ ରୋମାଂଚକ ମୁକାବିଲାରେ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଟୋୟାମ ହାଇଦ୍ରାବାଦ ୫ ୱିକେଟରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସଦର୍ଣ୍ଣ ସୁପରଷ୍ଟାର୍ସ ଟିମ ୨୦ ଓଭରରେ ୫ ୱିକେଟ ହରାଇ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ପୁଣି ମାଗଣା ମିଳିବ ଚାଉଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଆସନ୍ତା ୨୦୨୮ ଯାଏ ଜାରି ରହିବ। ଆଜି କ୍ୟାବିନେଟ ବୈଠକରେ ଏଥିପାଇଁ ୧୭ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା ପକାଇଲା ପିଡବ୍ଲ୍ୟୁଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି  ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍‌ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି…

ବିଗିଡିଲା ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭେଟେରାନ ଶିଳ୍ପପତି ତଥା ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଲା। ସେ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରତନ ଟାଟା ମୁମ୍ବାଇର ଏକ…