Latest Odisha News

BREAKING NEWS

Yearly Archives

2024

‘ମୋଦି ଶକ୍ତିଶାଳୀ ହୋଇପାରନ୍ତି ହେଲେ ଭଗବାନ ନୁହନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଗୃହକୁ ସମ୍ବୋଧିତ କରିଛନ୍ତି । ଏହା ସହ ବିଜେପି ଉପରେ କଡା ଆକ୍ରମଣ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମୋତେ ଏବଂ ସିସୋଦିଆଙ୍କୁ ଜେଲରୁ ବାହାରିବା ଦେଖି ବିରୋଧୀମାନେ ଦୁଃଖିତ ।…

ଭାରତର ୨୮ଟି ରାଜ୍ୟର ଲୋକ ସକାଳର ଜଳଖିଆରେ ଖାଆନ୍ତି ଏହି ସବୁ….

ନୂଆଦିଲ୍ଲୀ: ସକାଳ ଜଳଖିଆ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିଛି ଲୋକ ସକାଳେ ଉଠନ୍ତି ଏବଂ ଚା' ପିଇଥାନ୍ତି, ଆଉ କେତେକ କ୍ଷୀର, ଲସି କିମ୍ବା ଫଳ ରସରୁ ଆରମ୍ଭ କରନ୍ତି ଦିନ । ଯଦିଓ ଭାରତର ଲୋକଙ୍କ ଭାଷା, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ସଂସ୍କୃତି ଭିନ୍ନ ଅଟେ । ଜଳଖିଆରେ…

ଦିଲ୍ଲୀରେ ଗଡିବ ଦେଶର ପ୍ରଥମ ଏୟାର ଟ୍ରେନ, ଜାଣନ୍ତୁ ଆଉ କେଉଁ ଦେଶରେ ଗଡୁଛି ଏହି ଟ୍ରେନ

ନୂଆଦିଲ୍ଲୀ: ବିକାଶିତ ଭାରତର ଲକ୍ଷ୍ୟ ରଖିଥିବା ଭାରତ ଏବେ ବିକାଶ ପଥରେ ଆଉ ପାଦେ ଆଗକୁ ବଢିଛି । ଭାରତରେ ଗଡିବ ପ୍ରଥମ ଏୟାର ଟ୍ରେନ । ତେବେ ଏହି ଏୟାର ଟ୍ରେନ ପୂର୍ବରୁ ଅନେକ ଦେଶରେ ଗଡିଥିବା ବେଳେ ଏବେ ଭାରତରେ ଏହାର ଶୁଭାରମ୍ଭ କରାଯିବ । ଏହି ଟ୍ରେନ ଦ୍ବାରା ଟର୍ମିନାଲ୍ ମଧ୍ୟରେ ଯାତାୟତ…

ଆଇଡିଏଫ ଷ୍ଟ୍ରାଇକରେ ହିଜବୁଲ୍ଲାହ ଡ୍ରୋନ ୟୁନିଟ ଚିଫ ନିହତ

ତେଲ ଅଭୀବ: ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଘନ ଘନ ମିସାଇଲ ଆକ୍ରମଣ ଜାରୀ ରଖିଛି । ଆଇଡିଏଫ ରିପୋର୍ଟ ଅନୁସାରେ ହିଜବୁଲ୍ଲାହ ଡ୍ରୋନ ୟୁନିଟର ଚିଫ ମହମ୍ମଦ ସରୁର ନିହତ ହୋଇଛନ୍ତି । ଅବଶ୍ୟ ଏ ନେଇ ହିଜବୁଲ୍ଲାହ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ବେରୁତର…

ସାଇବର ଥାନାରେ କଣ୍ଠଶିଳ୍ପୀ ପମି, ମ୍ୟୁଜିକ ଚୋରି ଅଭିଯୋଗ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ପମି ମିଶ୍ର ଭୁବନେଶ୍ୱରର ସାଇବର ଥାନାରେ ଏକ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ତାଙ୍କର ୧୪ ବର୍ଷ ତଳର ପୁରୁଣା ଗୀତକୁ ନିଜର କହି ଆର୍ଥିକ ଲାଭ କରୁଛନ୍ତି। ଘଟଣା ସମ୍ପର୍କରେ ଜାଣିବା…

ମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦେଲେ ପରାମର୍ଶ । ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ସହ ଚିହ୍ନଟ ଓ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ

କଟକ: ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ହେବନି ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ଏଥିସହ ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି କଟକ ସହରର ରାସ୍ତାଘାଟ ଅବସ୍ଥାକୁ ଅସନ୍ତୋଷ ପ୍ରକାଶ କରିବା ସହ ଶବ୍ଦ…

ବିଲକିସ ବାନୋ ଘଟଣା: ଗୁଜୁରାଟ ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ବିଲକିସ ବାନୋ ଘଟଣା । ବିଜେପି ଶାସିତ ଗୁଜୁରାଟ ସରକାରଙ୍କୁ ବଡ ଝଟକା । ଘଟଣାରେ ଗିରଫ ଅଭିଯୁକ୍ତ ମାନଙ୍କୁ ଖଲାସ କରିବା ପାଇଁ ଦିଆଯାଇଥିବା ଆଦେଶରେ କରାଯାଇଥିବା ମନ୍ତବ୍ୟଗୁଡ଼ିକୁ ହଟାଇବାକୁ ମନାକରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ସରକାର ନିଜ ବିରୋଧରେ ଦିଆଯାଇଥିବା କିଛି…

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖି ବୁଜିଲା ‘ଅଭି’

ଭୁବନେଶ୍ବର: ପୁଣି ଗଲା ଏକ ହାତୀର ଜୀବନ । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ଅଣ୍ଡିରା ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି । ହରପିସ୍‌ ସଂକ୍ରମଣରେ 'ଅଭି'ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ‘ଅଭି’ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା ।…

ଜିତିଆ ପର୍ବରେ ଅଘଟଣ; ଗାଧୋଇବା ବେଳେ ବୁଡିଯାଇ ୪୦ ମୃତ

ପାଟନା: ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଜିତିଆ ପର୍ବରେ ଘଟିଯାଇଛି ଦୁଃଖଦ ଘଟଣା। ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଜିତିଆ ପର୍ବରେ ଔରଙ୍ଗାବାଦରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ…