Latest Odisha News

BREAKING NEWS

Yearly Archives

2024

ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି, ଜାଣନ୍ତୁ କଣ ରହିଛି କାରଣ… 

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ଜଙ୍ଗଲ ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି। ଏକ ସର୍ଭେ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଆମାଜନ ଜଙ୍ଗଲ ଜର୍ମାନୀ ଏବଂ ଫ୍ରାନ୍ସ ଦେଶର କ୍ଷେତ୍ରଫଳ ସହ ସମାନ ଅଞ୍ଚଳ ହରାଇଛି। ଏହାର ମୁଖ୍ୟ କାରଣ ଜଙ୍ଗଲ ନଷ୍ଟ ବୋଲି କୁହାଯାଇଛି। ଆମାଜନ ଜଙ୍ଗଲ ପୃଥିବୀରେ ଜଳବାୟୁ…

ରୁକ୍ସାନା ବାନୋ ମୃତ୍ୟୁ ଘଟଣା: ପୋଲିସ ତଦନ୍ତରେ ବାଧା ଦେଲେ ପରିବାର ଲୋକେ

ଭବାନୀପାଟଣା: ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋ ମୃତ୍ୟୁ ଘଟଣା l ପୋଲିସ ତଦନ୍ତରେ ବାଧା ଦେଲେ ରୁକ୍ସାନାଙ୍କ ପରିବାର ଲୋକେ l କବର ଖୋଳି ରୁକ୍ସାନାଙ୍କ ଶବ ବାହାର କରିବାକୁ ସଫା ସଫା ମନା କରିଦେଲେ ରୁକ୍ସାନାଙ୍କ ମା’ l ତେଣୁ ତଦନ୍ତ ନକରି ପୋଲିସଙ୍କ ସହ ମାଜିଷ୍ଟ୍ରେଟ୍‌ ଫେରିଯାଇଥିବା…

ସୁଧୁରୁନି ଆନ୍ଧ୍ର; କୋଟିଆରେ ପୁଣି ମାରିଲା ଷ୍ଟିକର୍‌

ପଟାଙ୍ଗି: ପୁଣି କୋଟିଆରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିଛି । ତେବେ ଏହି ଷ୍ଟିକରରେ କଣ ଲେଖାଯାଇଛି ଆଉ କେଉଁ ଉଦ୍ଦେଶ୍ୟରେ ଏହା ଲଗାଯାଇଛି ତାହା ଜଣାପଡିନାହିଁ । ଯଦି ଦେଖାଯାଏ ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିଛି ।…

ତିରୁପତି ମନ୍ଦିରର ପ୍ରସାଦ ମାମଲା, ଏଆର ଦୁଗ୍ଧ କମ୍ପାନୀ ନାଁରେ ଅଭିଯୋଗ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦରେ ଘିଅ ପରିବର୍ତ୍ତେ ମାଛ ତେଲ ଓ ପଶୁ ଚର୍ବି ତେଲ ବ୍ୟବହାର କରାଯାଉଥିବା ଦାବିକୁ ନେଇ ଚାରିଆଡେ ଏବେ ଉତ୍ତେଜନା ଦେଖାଦେଇଛି। ଏହାରି ଭିତରେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ତରଫରୁ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରାଯାଇଛି…

କେବଳ ପଞ୍ଜାବରେ ରିଲିଜ୍ ହେବ ପାକିସ୍ତାନର ‘ବାହୁବଳୀ’

ନୂଆଦିଲ୍ଲୀ: ପାକିସ୍ତାନର ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ଦି ଲିଜେଣ୍ଡ ଅଫ୍ ମୌଲା ଜାଟ୍‌କୁ ନେଇ ଏବେ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା। ୨୦୨୨ରେ ରିଲିଜ ହୋଇଥିଲା ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି ଫିଲ୍ମ ।…

ଶହେ ଦିନ ପୂରିଲା…ସଂପ୍ରସାରଣ କେବେ?

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଶହେ ଦିନ ପୂରିଛି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିନାହାନ୍ତି ମୋହନ ସରକାର। ୨୨ ଜାଗାରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ଟି ପଦବୀ ଖାଲି ପଡିଛି । ଚର୍ଚ୍ଚା ହେଉଥିଲା, ଶପଥ…

ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କ…

ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ସାମିଲ ହୋଇସାରିଥିବାବେଳେ, ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ…

ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ

ନୂଆଦିଲ୍ଲୀ: ଏସିଆ ହେଉଛି ବିଶ୍ୱର ବୃହତ୍ତମ ମହାଦେଶ, ଯେଉଁଠାରେ ବିଶ୍ବର ଅଧାରୁ ଅଧିକ ଲୋକ ବସବାସ କରନ୍ତି। ଆଉ ଏସିଆର ୩ୟ ଶକ୍ତିଶାଳୀ ଦେଶ ବନିଲା ଭାରତ। ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ ଲୋ ଇନଷ୍ଟିଚ୍ୟୁଟ୍ “ଏସିଆ ପାୱାର ଇଣ୍ଡେକ୍ସ ରିପୋର୍ଟ ୨୦୨୪” ଏହା ପ୍ରକାଶ ପାଇଛି। ଯେଉଁଥିରେ ଭାରତ…

ମୋସାଡର ମୁଖ୍ୟାଳୟ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କଲା ହିଜବୁଲ୍ଲାହ

ତେଲ ଅଭିଭ: ଲେବାନନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଲେବାନନରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଏଭଳି ଯେ କେହି ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ ହିଜବୁଲ୍ଲାହ ପକ୍ଷରୁ ବୁଧବାର କୁହାଯାଇଛି ଯେ…