Latest Odisha News
Yearly Archives

2024

ଭରତପୁର ଥାନା ମାମଲା: ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା l କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର l ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ । ତେବେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌…

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ: ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଚଳିତ ମାସ ୨୧ ତାରିଖରେ ୧୦ ଦଫା ଦାବି ନେଇ ସମସ୍ତ ମେଡିକାଲରେ ଗଣ ଧାରଣା ଦିଆଯାଇଥିଲା ହେଲେ ତାହା ସୁଫଳ ହୋଇନାହିଁ । ଯାହାକୁ ନେଇ ଆଜି ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ…

କୃଷି ଆଇନକୁ ନେଇ କଙ୍ଗନାଙ୍କ ବୟାନ ହରିୟାଣା ନର୍ବାଚନରେ ଭାରି ପଡିବ କି ?

ନୂଆଦିଲ୍ଲୀ: ମଣ୍ଡି, ହିମାଚଳ ପ୍ରଦେଶର ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବୟାନ ପାଇଁ ସର୍ବଦା ଖବର ଶୀର୍ଷରେ ଥାନ୍ତି। ସାଂସଦ ହେବା ପରେ କଙ୍ଗନା ନିଜର ବିବାଦୀୟ ବୟାନ ପାଇଁ ନିଜ ଦଳର ସମସ୍ୟାକୁ ଆହୁରୀ ବୃଦ୍ଧି କରାଉଛନ୍ତି। ବିଜେପି ସଭାପତି ଜେପି ନାଡ୍ଡା ମଧ୍ୟ ତାଙ୍କୁ ଏ…

ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା l ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ପହଞ୍ଚିବେ ଜେପି ନଡ୍ଡା l ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ…

ସପ୍ତାହେ ଭିତରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆସନ୍ତା ଆଉ ଏକ ସପ୍ତାହ ମଧ୍ୟରେ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ l ଇ-କେୱାଇସି ପାଇଁ ଏବେ ଟିକେ…

ବଢିଲା ସୁନା ଦର, ଜାଣନ୍ତୁ କେତେ….

ଭୁବନେଶ୍ବର: ପୁଣି ବଢିଲା ସୁନା ଦର । ଆଜି ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ର ନୂଆ ଦର । ଯଦି ଆପଣ ସୁନା କିଣିବାକୁ ଯାଉଥାନ୍ତି ତେବେ ପ୍ରଥମେ ଏହି ଦର ବିଷୟରେ ଜାଣିନିଅନ୍ତୁ । ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ଘରୋଇ ବଜାରରେ…

ତିରୁପତି ଲଡୁ ବିବାଦ; ମୁହାଁମୁହିଁ ହେଲେ ଦୁଇ ସୁପରଷ୍ଟାର

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାର ତିରୁପତି ମନ୍ଦିରର 'ଲଡୁ ପ୍ରସାଦ' ପଶୁ ଚର୍ବି ମିଶ୍ରଣକୁ ନେଇ ବିବାଦ ଲାଗି ରହିଛି। ଗତ କିଛି ଦିନ ହେବ ଏହାକୁ ନେଇ ତର୍କବିତର୍କ ଚାଲିଛି। ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାରଙ୍କ ବୟାନକୁ ଚର୍ଚ୍ଚା ଜୋର ଧରିଛି। ଅଭିନେତା ତଥା ନିର୍ଦ୍ଦେଶକ ପ୍ରକାଶ…

କୋର୍ଟରେ ବୃଦ୍ଧ ଦମ୍ପତିଙ୍କ କଳି; ଜଜ୍ କହିଲେ- ଲାଗୁଛି କଳିଯୁଗ ଆସିଗଲା

ଆହ୍ଲାବାଦ: ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୋଇ ବିବାଦକୁ ନେଇ ଚିନ୍ତାବ୍ଯକ୍ତ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି - 'ଲାଗୁଛି କଳିଯୁଗ ଆସିଗଲା। ସ୍ବାମୀଙ୍କଠୁ ଭରଣପୋଷଣ ପାଇବା ପାଇଁ ପତ୍ନୀ ଏକ ଆଇନଗତ ଲଢେଇ ଲଢୁଛନ୍ତି। ଆହ୍ଲାବାଦ…

କେବଳ ପଞ୍ଜାବରେ ରିଲିଜ୍ ହେବ ପାକିସ୍ତାନର ‘ବାହୁବଳୀ’

୨୦୨୨ରେ ରିଲିଜ ହୋଇଥିଲା ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି ଫିଲ୍ମ । ପାକିସ୍ତାନରେ ବକ୍ସ ଅଫିସ ରେକର୍ଡ ଭଙ୍ଗ କରିଛି । ଲୋକପ୍ରିୟତା ଓ ବକ୍ସ ଅଫିସ ସଫଳତା ଦୃଷ୍ଟିରୁ ଦି ଲିଜେଣ୍ଡ୍ ଅଫ ମୌଲା ଜାଟ୍‌କୁ ଭାରତୀୟ ଫିଲ୍ମ ବାହୁବଳୀ…

ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ଉପକୂଳ ସମରାଭ୍ୟାସ

ପାରାଦୀପ: ପାରାଦୀପରେ ଆଜିଠୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଜଳପଥ ମଧ୍ୟ ଦେଇ ଯେପରି ଶତୃ ପକ୍ଷ,…