Latest Odisha News

BREAKING NEWS

Yearly Archives

2024

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡିଗଲେ ୨ ଛାତ୍ର

ବାରିପଦା: ବାରିପଦାସ୍ଥିତ ସୁବର୍ଣ୍ଣରେଖା କେନାଲରେ ମଙ୍ଗଳବାର ଦିନ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଜଣ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ରଙ୍କ ମଧ୍ଯରେ ରହିଛନ୍ତି ବାଦାମପାହାଡର ଠାକୁର ସୋରେନ ଏବଂ ମୟୂରଭଞ୍ଜ କରଞ୍ଜିଆ ବ୍ଲକର ଟାଟୋ ଗାଁର…

“ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର”

ଭୁବନେଶ୍ବର: ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ହିଁ ଓଡିଶା ବିକାଶର ମୂଳମନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହି ବାର୍ତ୍ତା ଦେଉଛି । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ…

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଟ୍ରାକକୁ ଖସିପଡିଲେ ବିଜେପି ବିଧାୟିକା

ଲକ୍ଷ୍ନୌ: ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଟ୍ରାକକୁ ଖସିପଡିଲେ ବିଜେପି ବିଧାୟିକା। ଉତ୍ତରପ୍ରଦେଶର ଇଟାୱାରେ ଘଟି ଯାଇଛି ଏଭଳି ଅଘଟଣ। ସୂଚନା ଅନୁଯାୟୀ, ବିଜେପି ବିଧାୟକା ସରିତା ଭଦୌରିଆ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରୁଥିବା ବେଳେ ଅଚାନକ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ: ସ୍ପିନ ଯୁଦ୍ଧ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଚେନ୍ନାଇ: ବାଂଲାଦେଶ ବିପକ୍ଷ କ୍ରିକେଟ ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ଗୁରୁବାରଠାରୁ ଖେଳାଯିବ । ଏଠାରେ ଉଭୟ ଟିମ ମଧ୍ୟରେ ଏକ ସ୍ପିନ ଯୁଦ୍ଧ ଦେଖିବାକୁ ମିଳି । ଯେଉଁ ଦଳ ଏଥିରେ ସିଦ୍ଧହସ୍ତ ହେବ ସେହି ଦଳ ବାଜି ମାରିବ ବୋଲି ବିଶ୍ୱାସ କରାଯାଉଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ସୁଇଚ ଚିପି ଶୁଭାରମ୍ଭ କଲେ ମୋଦି

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ସୁଇଚ ଚିପି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଗଲା । ସବୁ ପ୍ରତିକ୍ଷାର ଅନ୍ତ…

ସାରା ଦେଶରେ ଜିଓ ସେବା ଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ରିଲାଏନ୍ସ ଜିଓର ସେବା ଏକପ୍ରକାର ଠପ୍ ହୋଇଯାଇଛି। ଅଧିକାଂଶ ୟୁଜର୍ସଙ୍କ ମୋବାଇଲରେ ସିଗନାଲ ଆସୁନଥିବା ଅଭିଯୋଗ ହୋଇଛି। ପାଖାପାଖି ୨୦ ପ୍ରତିଶତ ଲୋକ ଇଣ୍ଟରନେଟ କନେକ୍ଟିଭିଟିରେ ସମସ୍ୟା ଭୋଗୁଥିବା ନେଇ ଡାଉନଡିଟେକ୍ଟରରେ ରିପୋର୍ଟ କରିଛନ୍ତି। ପ୍ରାୟ ୧୪ ପ୍ରତିଶତ…

ସେନା ଅଧିକାରୀଙ୍କ ସହ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ୱରରେ ସେନା ଅଧିକାରୀ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କ ନିର୍ଦ୍ଦେଶ। ରବିବାର ଦିନ ଭରତପୁର ଥାନାରେ…

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା…

ଚର୍ଚ୍ଚାରେ ବିରାମ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆତିଶି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାରଲେନା ସିଂହ । ଏନେଇ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ବାଲ । ଏହାପରେ ଆପ ଦଳ ବୈଠକରେ ଆତିଶିଙ୍କ ନାଁରେ ମୋହର…

ବଢୁଛି ସୁଭଦ୍ରା ଉତ୍ସାହ: ପହଞ୍ଚିଲେ ମୋଦି, ଆଉ ମାତ୍ର କେଇଟା ମୁହୂର୍ତ୍ତ

ଭୁବନେଶ୍ବର: ଆଉ ମାତ୍ର କେଇଟା ମୁହୂର୍ତ୍ତ । କାହା ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି? ପ୍ରତିଟି ମହିଳା ଉତ୍ସାହିତ । ଏହାରି ଭିତରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗାଡକଣ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ । ଗାଡକଣ ଯାଇ ସେଠିକା ବସ୍ତିରେ ଆବାସ ଘର ଗୁଡିକରେ ଗୃହ ପ୍ରବେଶ…