ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ
ବାଲେଶ୍ବର: ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ । ଏଥିପାଇଁ କ୍ଷେପଣାସ୍ତ୍ର ଘାଟି ଆଖପାଖ ଅଞ୍ଚଳ ଖାଲି କରାଯାଉଛି । ସକାଳ ୬ଟାରୁ ପରୀକ୍ଷା ଶେଷ ପର୍ଯ୍ୟନ୍ତ ଖାଲି ରହିବ ଅଞ୍ଚଳ । ପରୀକ୍ଷା ପାଇଁ ପାଖାପାଖି ୩ନଂ ଲଞ୍ଚପ୍ୟାଡର ଅଢେଇ…