ପିକ୍ଅପ୍ ଗାଡ଼ିରେ ହେଉଥିଲା ୫୦୦ କଇଁଛ ଚାଲାଣ: ମାଡ଼ିବସିଲା ବନବିଭାଗ, ୪ ଗିରଫ
ମାଲକାନଗିରି: ପିକ୍ଅପ୍ ଭ୍ୟାନରେ ହେଉଥିଲା ୫୦୦ କଇଁଛ ଚାଲାଣ। ମାଡିବସିଲା ବନ ବିଭାଗ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍.ଭି-79ରେ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ କରାଯାଉଥିଲା ୫୦୦ରୁ ଉର୍ଦ୍ଧ୍ୱ କଇଁଛ। ୨ଟି ପିକଅପ ଗାଡ଼ିରେ କଇଁଛ ଚାଲାଣ ବେଳେ ମୋଟୁ ବନବିଭାଗ ଚଢାଉ…