Latest Odisha News

BREAKING NEWS

Yearly Archives

2024

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ଆଜିଠୁ ସାମ୍ପୁଲ ସଂଗ୍ରହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। ଆଜଠାରୁ ଜିଲ୍ଲା…

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ତାଳଚେର: ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି…

ଝାରପଡ଼ା ଜେଲରେ ବନ୍ଦୀଙ୍କୁ ଆକ୍ରମଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି

ଭୁବନେଶ୍ୱର: ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ଟି ପଦକ। ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍। ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌। ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ। ସେହିପରି ୧୦୦ ମିଟର ଦୌଡ଼ରେ ବି…

ଚନ୍ଦକା ଗୋଡ଼ିବାରିରେ ଆଖି ବୁଜିଲା ଅସୁସ୍ଥ ହାତୀ ଛୁଆ

ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀ ଛୁଆ। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ । କିଛି ତଳେ ଏହି ହାତୀ ଛୁଆ ଅସୁସ୍ଥ…

ନନ୍ଦନକାନନ ଆସିଲେ ୨ ନୂଆ ଅତିଥି ଜିରାଫ

ଭୁବନେଶ୍ୱର: କୋଲକାତା ଚିଡ଼ିଆଖାନାରୁ ନନ୍ଦନକାନନକୁ ଅଣାଗଲା ୨ ଜିରାଫ। ନୂଆ ଅତିଥି ଭାବେ ୨ଟି ଜିରାଫ ଅଣାଯାଇଛି। ଗୋଟିଏ ମାଈ ଓ ଗୋଟିଏ ପୁରୁଷ ଜିରାଫ ଅଣାଯାଇଛି। ତେବେ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଅଣାଯାଇଥିବା ସୂଚନା ମିଳିଛି। ୨ ଜିରାଫ ଆସିବା ପରେ ନନ୍ଦନକାନନରେ…

ଆନ୍ଧ୍ର, ତେଲଙ୍ଗାନାରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୫ ମୃତ, ୧୩୦ ଟ୍ରେନ ବାତିଲ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ୍…

‘ଏସଜିପିସି ଅନୁମତି ବିନା ରିଲିଜ ହୋଇପାରିବ ନାହିଁ ‘ଏମରଜନ୍ସି’

ନୂଆଦିଲ୍ଲୀ: ପଞ୍ଜାବରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରଥମେ କୃଷକଙ୍କ ବିରୋଧରେ ଏବଂ ପରେ ଫିଲ୍ମ 'ଏମରଜନ୍ସି' ବିରୋଧରେ ତୀବ୍ର ବିରୋଧ କରାଯାଉଛି । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି । ସେପଟେ କଂଗ୍ରେସ ସାଂସଦଙ୍କ ଏକ ବଡ ବିବୃତ୍ତି ଦେଇଛନ୍ତି…

ଗୁଣୁପୁରରେ ୬୮୭ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରୁ ୬୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥି ସହ ଦୁଇଟି ମୋବାଇଲ ସହ ନଗଦ ୭୫୦ ଟଙ୍କା ମଧ୍ୟ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୁସାୟା ରଇତ ଏବଂ ଅନ୍ୟ ଜଣେ ମୁକେଶ ମଣ୍ଡଳ । ଦୁହେଁ ଗଜପତି ଜିଲ୍ଲା ଓଡ଼ବା ଗ୍ରାମର…

ପୂନର୍ବାର ଧୋନୀଙ୍କ ଉପରେ ବର୍ଷିଲେ ଯୁବରାଜଙ୍କ ବାପା ଯୋଗରାଜ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୂନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯୁବରାଜ ସିଂ କ୍ୟାରିୟର ନଷ୍ଟ କରିବାରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ଧୋନୀଙ୍କ ହାତ ରହିଥିଲା । ଯୁବି ଆଉ…