Latest Odisha News
Yearly Archives

2024

ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ

ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଜେପି ବିଧାୟିକା ଉପାସନା…

ପୁଣି ଜଳିଲା ମଣିପୁର: ଗାଁ ଲୋକଙ୍କ ଉପରେ ଡ୍ରୋନରୁ ବୋମାମାଡ଼, ୨ ମୃତ ଓ ଅନେକ ଗୁରୁତର

ଇମ୍ଫାଲ: ପୁଣି ଥରେ ମଣିପୁରରୁ ହିଂସା ଏବଂ ସଂଘର୍ଷର ଖବର ପ୍ରକାଶ ପାଇବାରେ ଲାଗିଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଙ୍ଗଚୁପ ଅଞ୍ଚଳରେ କୋଟ୍ରୁକ ନିକଟରେ ଗୁଳି ବିନିମୟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି।…

ସନ ଅଫ ସର୍ଦ୍ଦାର ୨ରେ ଅଭିନୟ କରିବେ ସଞ୍ଜୟ, ରବି କିଶନ

ମୁମ୍ବାଇ: ସନ ଅଫ ସର୍ଦ୍ଦାର ୨ ପାଇଁ ମେକର୍ସ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏହି ଆକ୍ସନ କମେଡି ଫିଲ୍ମରେ ସଞ୍ଜୟ ଦତ ଏବଂ ରବି କିଶନ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜୟ ଦେବଗାନ ଭୂମିକା ସମ୍ପର୍କରେ କୌଣସି ଖୁଲାସା କରାଯାଇ ନାହିଁ । ପୂର୍ବରୁ ସଞ୍ଜୟ…

ହେମା କମିଟି ରିପୋର୍ଟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ଚେନ୍ନାଇ: ମାଲାୟାଲମ ସିନେ ଜଗତରେ ମହିଳା କଳାକାରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ହେମା କମିଟି ରିପୋର୍ଟ ଚହଳ ଖେଳାଇ ଦେଇଛି। ସୁପରଷ୍ଟାର ମାମୁତି ଏବଂ ମୋହନଲାଲଙ୍କ ପରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ହେମା କମିଟି ରିପୋର୍ଟ ଓ ମାଲାୟାଲମ୍ ଫିଲ୍ମ…

ମନି ଲଣ୍ଡରିଙ୍ଗ ମାମଲାରେ ବନ୍ଧା ହେଲେ ଆପ୍ ନେତା

ନୂଆଦିଲ୍ଲୀ: ବନ୍ଧା ହେଲେ ଇଡି ବିଧାୟକ । ମନି ଲଣ୍ଡରିଙ୍ଗ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି । ତେବେ ଦିଲ୍ଲୀ ୱାକଫ ବୋର୍ଡର…

ରାଜ୍ୟରେ ଗଢା ହେବନି ହାଇକୋର୍ଟ ବେଞ୍ଚ

ଭୁବନେଶ୍ବର: ଓଡିଶାରେ ଗଠନ ହୋଇନପାରେ ହାଇକୋର୍ଟ ବେଞ୍ଚ । ଏହାର କିଛି ଯଥାର୍ଥତା ନାହିଁ । ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି କିଛି ଏମିତି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଧାୟକ କଳିକେଶ ସିଂହଦେଓ…

ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି । ତେବେ ସ୍ଥିତି ନିୟନ୍ତ୍ରଣ ଥିବାରୁ ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବିରୋଧୀଙ୍କ ‘ଜୋତା ମାର୍’ ବିକ୍ଷୋଭ

ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିରୋଧୀ । ଲଗାତାର ଶାସକଙ୍କୁ ଘେରି ଜାରି ରଖିଛନ୍ତି ବିକ୍ଷୋଭ । ଏହି କ୍ରମରେ ଏକନାଥ…

ମାତିଛନ୍ତି ମଣିଷଖିଆ ଗଧିଆ: କୁନି ଝିଅକୁ ଘର ଭିତରୁ ଟାଣିନେଇ ମାରିଲା

ବାହାରଚି: ମାତିଛନ୍ତି ଗଧିଆ । ବାହାରେ ଘରେ କେଉଁଠି ତ୍ରାହି ନାହିଁ । ଏଯାବତ ଗଲାଣି ୯ଜଣଙ୍କର ଜୀବନ । ବନବିଭାଗ ଜାଲରେ ପଡିଲେଣି ୪ ଗଧିଆ । ତଥାପି ଥମିନି ଆତଙ୍କ । ପୁଣି ଏକ ଅଢେଇ ବର୍ଷର ଛୁଆକୁ ଘର ଭିତରୁ ଟାଣି ନେଇ ମାରିଲା ଗଧିଆ । ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ ।…

ସୁଭଦ୍ରାକୁ ନେଇ ପୁଣି ତାତିଲା ଗୃହ, ସାଢେ ୧୧ ଯାଏଁ ମୁଲତବି

ଭୁବନେଶ୍ବର: ଗତ ଦୁଇ ଦିନ ହେବ ସୁରୁଖୁରୁରେ ଗୃହ ଚାଲିବା ପରେ ଆଜି ପୁଣି ହଟ୍ଟଗୋଳରେ ଗୃହ ମୁଲତବି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଗୃହ ଆରମ୍ଭରେ ସ୍ବର୍ଗତ…